Tag: Balianta Murder Case

Balianta Murder Case: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା ଆଉ ଜଣେ ଗିରଫ; ୧୯ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା

ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ଭିଡ଼ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ତଦନ୍ତକାରୀ ଟିମ୍। କଟକର ବିଡାନାସୀ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବିଭୁତି ଭୂଷଣ ପରିଡା।

Balianta Murder Case: ସୌମ୍ୟ ହତ୍ୟା ମାମଲା: ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ ପାଇଁ ଚିଠି

ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ବିବାଦ ଘେରକୁ ଆସିଛନ୍ତି ୧୯୯୮ ବ୍ୟାଚର ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାର। ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ ପାଇଁ ଚିଠି କରାଯାଇଛି। NHRCରେ ଦାଖଲ ଅଭିଯୋଗ ଆଧାରରେ…

Balianta Murder Case: ସୌମ୍ୟ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ; ଘଟଣାସ୍ଥଳରୁ ଫେରାଇ ଦିଆଯାଇଥିଲା ଆମ୍ବୁଲାନ୍ସ

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଜାତୀୟ ମାନବାଧିକାର କମିଶନ (NHRC) ବାଲିଅନ୍ତାରେ ଘଟିଥିବା ଗଣ ହିଂସା ମାମଲାର ତଦନ୍ତକୁ ତୀବ୍ର କରିଛି । ଘଟଣାସ୍ଥଳରୁ ଆମ୍ବୁଲାନ୍ସକୁ ଫେରାଇ ଦେଇଥିବା ଜଣାପଡ଼ିଛି। ଆଜି ଅଭିଯୋଗକାରୀ…

Balianata Case: ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆଉ ଜଣେ ଗିରଫ

ରାଜଧାନୀ ଉପକଣ୍ଠ ବାଲିଅନ୍ତାର ସୌମ୍ୟରଞ୍ଜନଙ୍କ ହତ୍ୟା ମାମଲାରେ ପୁଣି ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗଣେଶ୍ୱର ଗଡ଼ାର ଅଲେଖ ଚନ୍ଦ୍ର ଜେନାଙ୍କ ପୁଅ ଅଶୋକ ଜେନା ଓରଫ୍ ଗେଡ଼ (୪୫) ।…