ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ବିବାଦ ଘେରକୁ ଆସିଛନ୍ତି ୧୯୯୮ ବ୍ୟାଚର ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାର। ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ ପାଇଁ ଚିଠି କରାଯାଇଛି। NHRCରେ ଦାଖଲ ଅଭିଯୋଗ ଆଧାରରେ ବରିଷ୍ଠ IPS ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି ହୋଇଛି ।

ସୌମ୍ୟଙ୍କ ମା ADG ଦୟାଲ ଗଙ୍ଗୱାରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ।  ADGଙ୍କ ଘର କାମ ସହ ପୁଅ ମାଲିସ୍‌ କରୁଥିବା କହିଥିଲେ ସୌମ୍ୟଙ୍କ ମାଆ ।

Leave a Reply

Your email address will not be published. Required fields are marked *