Month: April 2024

କଂଗ୍ରେସରୁ ସୁର ରାଉତରାୟ ୬ ବର୍ଷ ପାଇଁ ବହିଷ୍କୃତ

ଭୁବନେଶ୍ବର: ଦଳରେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ କଂଗ୍ରେସରୁ ସୁର ରାଉତରାୟଙ୍କୁ ବହିଷ୍କୃତ କରାଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି। ସେ ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ହୋଇଥିଲା। ଏହି ଖବର ନେଇ ସୁର କହିଛନ୍ତି…

ତାତି କରୁଛି କଲବଲ; ରାଜଧାନୀ ଭୁବନେଶ୍ୱର ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି ସାରା ରାଜ୍ୟରେ। ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨.୬ ରହିଛି। ୮ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ…

ପଦ୍ମ ଧରିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ

ଆଜି ପଦ୍ମ ଧରିଲେ ପ୍ରଭାସ ସିଂ । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ପ୍ରଭାସ ସିଂ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ…

ଏଥର ଖରା ଯେମିତି ବର୍ଷା ସମ୍ଭାବନା କମ୍

ରାଜ୍ୟରେ ପାଣିପାଗ ବିଭାଗ ଆଜି ପ୍ରେସ ମିଟ ପରେ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ସ୍ବାଭାବିକ ଠାରୁ କମ୍ ବର୍ଷା ସମ୍ଭାବନା। ଚଳିତବର୍ଷ ଓଡ଼ିଶାରେ କମ୍ ବର୍ଷା ନେଇ IMDର ଆକଳନ କରିଛି। ଓଡ଼ିଶା ସହ ଛତିଶଗଡ଼,ପଶ୍ଚିମବଙ୍ଗରେ ମଧ୍ୟ ହେବ ନିଅଣ୍ଟିଆ…

ଏପ୍ରିଲ ୨୧ରେ ରାଜ୍ୟ ବିଜେପିର ଚାର୍ଜସିଟ

ମେ’ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ଆସିବ ସଂକଳ୍ପ ପତ୍ର।ଏନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଆସନ୍ତା ୨୧ରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଆଣିବ ଦଳ। କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ବିଜେପି…

ବିଜେପିରେ ଯୋଗ ଦେଲେ କାର-ଖାନା ଯାଆ ଯୋଡ଼ି

ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯାଆ ଇଞ୍ଜିନିଅର ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାଶ ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରର ମିଶ୍ରଣ ପର୍ବରେ ଏହି ଦୁଇ ଯା’ BJPର ସଦସ୍ୟତା ହାସଲ କରିଛନ୍ତି। ଏହି…

ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ବିଜେପିରେ ମିଶିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ବିଜେଡିରୁ ଟିକେଟ୍ ନମିଳିବା ପରେ ସେ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଜ୍ୟୋତି ପାଣିଗ୍ରାହୀଙ୍କ ସହ ତାଙ୍କ ସ୍ୱାମୀ ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ…

ରେମୁଣା ହନୁମାନ ଜୟନ୍ତୀ ଶୋଭାଯାତ୍ରା ଗୋଷ୍ଠୀସଂଘର୍ଷ

ବାଲେଶ୍ୱର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ। ରେମୁଣା ବାଲେଶ୍ଵର ଶୋଭାଯାତ୍ରା ବେଳେ ଢ଼େଲାମାଡ଼ ହୋଇଥିବା ଅଭିଯୋଗ। ଦୁଇ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ହୋଇଛି। ଏଥିରେ ୨୦ ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତମାନେ ରେମୁଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।…

ନିସର୍ତ୍ତ ସମର୍ଥନ ଦେଇ ମୋଦୀ ସରକାରଙ୍କଠୁ କ’ଣ ଆଣିଲେ ନବୀନ?

ବିଜୁ ଜନତା ଦଳ ଇସ୍ତାହାର କମିଟିର ପ୍ରଥମ ବୈଠକ ବସିସାରିଛି । ଭାଜପା ରବିବାର ଦିନ ପବିତ୍ର ବିଷୁବ ସଂକ୍ରାନ୍ତିରେ ତା’ର ସଂକଳ୍ପପତ୍ର ଜାରି କରିଛି । ଏବେ ସମସ୍ତଙ୍କର ଅପେକ୍ଷା ବିଜୁ ଜନତା ଦଳ ତା’ର ନିର୍ବାଚନ ଘୋଷଣାପତ୍ରରେ କ’ଣ…

୭୫ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ବାଙ୍କୀ ଦେବାଶିଷ ପଟ୍ଟନାକ ଓ ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ…