ଭୁବନେଶ୍ୱର: ଆଜି ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି ସାରା ରାଜ୍ୟରେ। ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨.୬ ରହିଛି। ୮ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ପାରାଦୀପ, ପୁରୀ ଓ କେନ୍ଦୁଝରରେ ୩୨ ଡିଗ୍ରି, ବାଲେଶ୍ୱରରେ ୩୧. ୮, ଚାନ୍ଦାବାଲିରେ ୩୧.୬, ଝାରସୁଗୁଡ଼ାରେ ୩୦.୮, ହୀରାକୁଦରେ ୩୦.୨ ଡିଗ୍ରି ରେକର୍ଡ ହୋଇଛି।

 

ସେହିପରି ଦିନ ସାଢ଼େ ୨ଟାରେ ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର। ଏହା ସହ ଚାନ୍ଦବାଲି ୪୧.୧, ଝାରସୁଗୁଡ଼ା ୪୧, ବାଲେଶ୍ୱର ୪୦ ଡିଗ୍ରୀ, ହୀରାକୁଦ ୩୯.୫, ସମ୍ବଲପୁର ୩୯.୪, ରାଉରକେଲା ୩୯.୨।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *