Tag: Weather update

Odisha Records 29% Excess Monsoon Rainfall: ଦେଶସାରା ବର୍ଷା ନିଅଣ୍ଟିଆ କିନ୍ତୁ ଓଡ଼ିଶାରେ ଉତ୍ସାହଜନକ ୨୯% ଅଧିକ ବର୍ଷା ରେକର୍ଡ

ଚଳିତ ମୌସୁମୀ ଋତୁ ୧ଜୁନ-୩୦ ସେପ୍ଟେମ୍ବରରେ ଶେଷ ହୋଇଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ସମଗ୍ର ଦେଶରେ ସାଧାରଣ ତୁଳନାରେ ୧୩% କମ୍ ବର୍ଷା ହୋଇଛି। ସାଧାରଣତଃ ଦେଶରେ ୮୬୮.୬ ମିଲିମିଟର ବର୍ଷା ହେବା କଥା, କିନ୍ତୁ…

Odisha-AP Coast On Alert As Deep Depression: ଓଡ଼ିଶା ମୁହାଁ ଗଭୀର ଅବପାତ: ଆଜି ରାତିରେ ସ୍ଥଳଭାଗ ଅତିକ୍ରମ କରିବ

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସହ ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟବର୍ତ୍ତୀ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଏହି ନିୟାମକ ପ୍ରଣାଳୀ ଆଜି…

Heavy Rain Alert in Odisha: ବଙ୍ଗୋପସାଗରରେ ଅବପାତ: ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ; ରେଡ୍ ୱାର୍ଣ୍ଣିଂ ଜାରି

ପଶ୍ଚିମ-କେନ୍ଦ୍ରୀୟ ଏବଂ ତାହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରି ଆଜି, ୨୨ ସେପ୍ଟେମ୍ବର ୨୦୨୬ ସକାଳ ୦୮୩୦ ମିନିଟ୍ ସମୟରେ ଅକ୍ଷାଂଶ…

Heavy Rain Alert in Odisha: ୧୨ ଘଣ୍ଟାରେ ଗଭୀର ଅବପାତ: ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି । ଗତ ୬ ଘଣ୍ଟାରେ ଏହା ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ବର୍ତ୍ତମାନ ଏହି ଅବପାତ ଗୋପାଳପୁର ଓ ପୁରୀଠାରୁ ସମାନ ୨୩୦…

Machkund Dam Gate Opened: ଲଗାଣ ବର୍ଷାରେ ବଢ଼ିଲା ଜଳସ୍ତର, ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ଗୋଟିଏ ଗେଟ୍

ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା, ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି. ଡ୍ୟାମ୍‌ର ଜଳସ୍ତର ବିପଦ ସଙ୍କେତର ନିକଟତର ହେବା ପରେ କର୍ତ୍ତୃପକ୍ଷ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲି ଜଳ ନିଷ୍କାସନ ଆରମ୍ଭ କରିଛନ୍ତି । ଚଳିତ…

Heat Wave in Odisha: ୪୪ ଡିଗ୍ରୀ ଛୁଇଁଲା ରାଜ୍ୟର ତାପମାତ୍ରା

ଦିନକୁ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି । ଗରମକୁ ଗୁଳୁଗୁଳିରୁ ନାହିଁ ନିସ୍ତାର । ରାଜ୍ୟର ପ୍ରାୟ ୨୫ ଟି ସ୍ଥାନରେ ଦିନର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍…

Rain Alert Across in Odisha: ଆଜି କାଳବୈଶାଖୀ ବର୍ଷାରେ ଭିଜିବ ସାରା ଓଡ଼ିଶା; ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ଗତ କିଛିଦିନ ହେବ ନିୟମିତ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ, ଘଡ଼ଘଡ଼ି ଲାଗି ରହିଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ବର୍ଷା ନେଇ ଉତ୍ତରରୁ…

Heat Wave In Odisha: ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି

ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ଜୀବନ । ଗତ କିଛି ଦିନ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେଉଛି । ଆଗାମୀ ୩ ଦିନ ପାଇଁ…

Rain Alert In Odisha: ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଓଡ଼ିଶାର କିଛି ଜିଲ୍ଲା ପାଇଁ ଆସନ୍ତା ଚାରିଦିନ କାଳବୈଶାଖୀ ହେବା ନେଇ ସତର୍କତା ଜାରି କଲା ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ଝଡ଼ବର୍ଷା ସହ କୁଆପଥର ମାଡ ହେବାର ସମ୍ଭାବନା ରହିଛି।…