ତାଜା ଖବର ରାଜ୍ୟ Rain Alert In Odisha: ରାଜ୍ୟରେ ୭ ଦିନ ଧରି ବର୍ଷା, ବିଜୁଳି ସହ କୁଆପଥର ସମ୍ଭାବନା March 27, 2026 Papirani ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ । ବର୍ଷା ଓ ପବନ ନେଇ ଦକ୍ଷିଣ ଓଡ଼ିଶାରୁ ଉପକୂଳ ଏବଂ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସତର୍କତା ଜାରି କରାଯାଇଛି । ଆଗାମୀ ୭ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।…
ତାଜା ଖବର ରାଜ୍ୟ Rain Alert: ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା March 23, 2026 Papirani ରାଜ୍ୟକୁ ଆସୁଛି ବଡ ବର୍ଷା। ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ବିଚ୍ଛିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା…
ତାଜା ଖବର ରାଜ୍ୟ Rain Alert in Odisha: ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା March 18, 2026 Papirani ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖୀର ପ୍ରଭାବ । ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି, ପବନ ଓ କୁଆପଥର ମାଡ଼ ନେଇ ପୂର୍ବାନୁମାନ…
ରାଜ୍ୟ Odisha Heatwave Forecast: ମାର୍ଚ୍ଚ ଆରମ୍ଭରୁ ବଢ଼ିଲାଣି ତାତି, ୪୦ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର March 14, 2026 Nirvay ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଝାରସୁଗୁଡ଼ାର ତାପମାତ୍ରା ୪୦.୨ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ…
ତାଜା ଖବର ରାଜ୍ୟ Odisha Heatwave Forecast: ରାଜ୍ୟରେ ୩୯ ଡିଗ୍ରୀ ଟପିଲା ତାତି March 12, 2026 Nirvay ରାଜ୍ୟରେ ବଢ଼ିଲା ତାତି, ୩୯ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଝାରସୁଗୁଡ଼ା, ନୂଆପଡା ଏବଂ ଟିଟଲାଗଡ଼ର ତାପମାତ୍ରା ୩୯ ଡିଗ୍ରୀ ସହ ଉତ୍ତପ୍ତ ସହର ହୋଇଛି । ଏହା ସହ ଭବାନୀପାଟଣା, ରାଉରକେଲା…
ତାଜା ଖବର ରାଜ୍ୟ Odisha Weather: ଆସନ୍ତାକାଲିଠୁ ୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା March 6, 2026 Papirani ଖରାରେ ଆସୁଛି ବର୍ଷା। ଆସନ୍ତାକାଲିଠୁ ୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ସେଥିପାଇଁ କାଲି ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି…
ତାଜା ଖବର ରାଜ୍ୟ Fog Warning: ଆହୁରି ୨ ଦିନ ରାଜ୍ୟରେ କଲବଲ କରିବ ଘନ କୁହୁଡି February 17, 2026 Papirani ରାଜ୍ୟରେ କଲବଲ କରୁଛି ଘନ କୁହୁଡି। ଭୋର ସମୟରେ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ବିଭିନ୍ନ ଅଞ୍ଚଳ। ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା ଶୂନ ରହିଥିଲା । ରାସ୍ତାଘାଟ…
ତାଜା ଖବର ରାଜ୍ୟ Similipal Registers Minus 1°C: ଶିମିଳିପାଳରେ ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା January 9, 2026 Papirani ଦିନକୁ ଦିନ ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ, ବଢୁଛି ଶୀତ । ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇବା ସହିତ ଓଡ଼ିଶାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା…
ତାଜା ଖବର ରାଜ୍ୟ Odisha Cold Wave: ଶୀତରେ ଥରୁଛି ଓଡ଼ିଶା; ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ January 8, 2026 Papirani ରାଜ୍ୟରେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଏପରିକି ୧୦ ଡିଗ୍ରୀ ତଳେ ୨୩ ସହର ରହିଥିବା ବେଳେ ୩୮ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଶୀତରେ ଥରୁଛି…
ତାଜା ଖବର ରାଜ୍ୟ Odisha Cold Wave: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ January 7, 2026 Papirani ପ୍ରବଳ ଶୀତରେ ଥରୁଛି ଓଡ଼ିଶା । ଚାରିଆଡେ ପାରଦ ତଳ ମୁହାଁ ହୋଇଛି । ଗତ ୨ଦିନ ହେବ ଶୀତ ସାମାନ୍ୟ କମ୍ ଥିବାବେଳେ ମଙ୍ଗଳବାରଠାରୁ ଶୀତ ପ୍ରକୋପ ପୁଣି ବୃଦ୍ଧି ପାଇଛି । ଖାଲି ରାତି ନୁହେଁ, ଦିନ ତାପମାତ୍ରା…