ମେ’ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ଆସିବ ସଂକଳ୍ପ ପତ୍ର।ଏନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଆସନ୍ତା ୨୧ରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଆଣିବ ଦଳ। କେନ୍ଦ୍ରୀୟ  ନେତାଙ୍କ ଉପସ୍ଥିତିରେ ବିଜେପି ଚାର୍ଜସିଟ୍ ଜାରି କରିବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *