Month: January 2024

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଆଡଭାଇଜରି ଜାରି; ପଢ଼ନ୍ତୁ ସଂପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅନେକ ଭୁଲ ସୂଚନା ବିଭିନ୍ନ ସାଇଟ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଦେଖିବାକୁ ମିଳୁଛି । ଏହାକୁ ନେଇ ଏବେ ସରକାର ଆକ୍ସନ ମୋଡକୁ ଆସିଛନ୍ତି । ସରକାର ମିଡିଆ ଆଉଟଲେଟ୍ସ,…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା RI ଶରତ କୁମାର ଜେନା । ଜମିର କିସମ ପରିବର୍ତ୍ତନ ଲାଗି ଆବେଦନ କରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଶରତ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ…

୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତପ୍ରସ୍ତର ସ୍ଥାପନା

ଭୁବନେଶ୍ୱର: ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ (Instream Storage Structure) ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅବସରରେ…

ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ପୁଅକୁ ଅଟକ ରଖିଲା IT ବିଭାଗ

ଭୁବନେଶ୍ଵର: ଆୟକର ଠକେଇ ଅଭିଯୋଗରେ ଜଣାଶୁଣା କୋଇଲା ବ୍ୟବସାୟୀ ଶିଳ୍ପପତି ଘନଶ୍ୟାମ ଡାଲମିଆଙ୍କ ପୁଅଙ୍କୁ ଅଟକ ରଖି ପଚାଉଚରା କରିଛି IT ବିଭାଗ। ଟିକସ ଫାଙ୍କି ଅଭିଯୋଗରେ ଡାଲମିଆଙ୍କ ବିଭିନ୍ନ ଠିକଣାରେ ରେଡ ହୋଇଥିଲା। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ, ଓଡ଼ିଶା ଓ…

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ବିୟୋଗ

ଜଳେଶ୍ୱର : ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଥିଲେ ପୂର୍ବତନ ବିଧାୟକ । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ସୂଚନା ଅନୁଯାୟୀ, ଜୟନାରାୟଣ ଦୀର୍ଘ ଦିନ ହେଲା ବିଭିନ୍ନ…

ଆରପାରିରେ ପୂର୍ବତନ ସାଂସଦ ଅନାଦି ଚରଣ ସାହୁ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ। ୧୯୯୯ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ ଅନାଦି। କଟକର ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ତାଙ୍କର ପରଲୋକ…

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କର ଦେହାନ୍ତ ଘଟିଛି । ଦୀର୍ଘ ଦିନ ଧରି ଜଟିଳ ରୋଗରେ ପୀଡିତ ଥିଲେ ଜୟନାରାୟଣ । ଏମ୍ସରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ…

ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜୁ ଜନତା ଦଳ: ନାଉରୀ ନାୟକ

ଭୁବନେଶ୍ୱର : ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜୁ ଜନତା ଦଳ । ମହାପ୍ରଭୁ ଜଗନ୍ନାଥ ନାଁରେ ଚାଉଳ, ଗୁଆ, ନଡିଆ, ଘିଅ, ସୁନା, ରୁପା ମାଗି ଲୋକଙ୍କ ଶ୍ରଦ୍ଧା, ଭାବନା ସହ ଖେଳ ଖେଳି କୁଠାରଘାତ କରିଛନ୍ତି ରାଜ୍ୟ ସରକାର…

ସାମ୍ନାକୁ ଆସିଲା ପ୍ରଭୁ ରାମଙ୍କ ପ୍ରଥମ ଝଲକ

ନୂଆଦିଲ୍ଲୀ: ଶ୍ରୀ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ଶ୍ରୀ ରାମଙ୍କ ନବନିର୍ମିତ ପ୍ରତିମାକୁ ପ୍ରତିଷ୍ଠା କରାଯାଇଛି। ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି। ରାମ ଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋରେ କିଛି ଅତି…

ଓଡ଼ିଶାରେ ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି ପ୍ରେସମିଟରେ ଆରୋପ ଲଗାଇଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ରାଜ୍ୟରେ ସରକାରୀ ଚାକିରି ବିକ୍ରି ହେଉଛି ବୋଲି କହିଲେ ଅନିଲ ବିଶ୍ୱାଳ । ୨୦ ହଜାର ଶିକ୍ଷକ ପଦବୀରୁ ଅଧାରୁ…