ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି ପ୍ରେସମିଟରେ ଆରୋପ ଲଗାଇଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ରାଜ୍ୟରେ ସରକାରୀ ଚାକିରି ବିକ୍ରି ହେଉଛି ବୋଲି କହିଲେ ଅନିଲ ବିଶ୍ୱାଳ । ୨୦ ହଜାର ଶିକ୍ଷକ ପଦବୀରୁ ଅଧାରୁ ଅଧିକ ଚାକିରି ସରକାର ବିକିଛନ୍ତି । ଗୋଟିଏ ଗୋଟିଏ ଚାକିରି ପିଛା ୧୦ ଲକ୍ଷ କମିଶନ କାରବାର ହୋଇଛି । ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ପଶ୍ଚିମବଙ୍ଗକୁ ଟପି ଗଲାଣି । ପଶ୍ଚିମବଙ୍ଗ ଭଳି ଓଡିଶାର ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ କିଏ?ବୋଲି କହିଛନ୍ତି ଅନୀଲ ବିଶ୍ୱାଳ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *