ନିର୍ଭୟ ବ୍ୟୁରୋ: ଏକ ନାଟକୀୟ ଘଟଣାକ୍ରମରେ ବିଜେଡିର ଶୀର୍ଷ ନେତୃତ୍ୱ ଓ ପ୍ରଶାସନ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ବିଜେଡିରେ ସାମିଲ କରି ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ହେବାକୁ ମନେଇ ସାରିଛନ୍ତି ବୋଲି ଖବର ମିଳିଛି ।

ଅନିଚ୍ଛା ସତ୍ତ୍ୱେ ରମେଶ ଜେନା କଂଗ୍ରେସ ଦଳ ଛାଡ଼ି ବିଜେଡିର ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି ବୋଲି ସୂଚନା ମିଳିଛି ।

ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଉପଯୁକ୍ତ ପ୍ରାର୍ଥୀ ପାଇଁ ସଂଘର୍ଷ କରୁଥିବା ବିଜେଡି ରମେଶ ଜେନାଙ୍କ ଶରଣ ପଶିବାକୁ ବାଧ୍ୟ ହୋଇଛି ଯାହାଙ୍କୁ ବିଭିନ୍ନ ମାମଲାରେ ଦଳ ଓ ପ୍ରଶାସନ ଦୀର୍ଘ ଦିନ ଧରି ଜେଲରେ ରଖିଥିଲା ।

ପ୍ରଦୀପ ପାଣିଗ୍ରାହୀଙ୍କ ଯୁଦ୍ଧ ଡାକରାକୁ କେବଳ ରମେଶ ହିଁ ପ୍ରତିହତ କରିପାରିବେ ବୋଲି ବିଜେଡି ଆଶା କରୁଛି ।

By Nirvay

Leave a Reply

Your email address will not be published. Required fields are marked *