Tag: Berhampur

Woman Sets Self On Fire: ବ୍ରହ୍ମପୁରରେ ଅଘଟଣ; କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ

ବ୍ରହ୍ମପୁରର ବଡ଼ବଜାର ଥାନା ସୀମା ଅନ୍ତର୍ଗତ ଶାନ୍ତିନଗର ଲେନ୍-୫ରେ ଆଜି ଜଣେ ଯୁବତୀ ନିଜ ଉପରେ କିରୋସିନ ଢାଳି ଆତ୍ମାହୁତି ଦେଇଛନ୍ତି ।ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ କାହିଁକି ନିଜକୁ ଜାଳିଲେ କାରଣ…

Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ୩୯୬ ପୃଷ୍ଠାର ଫାଇନାଲ୍‌ ଚାର୍ଜସିଟ୍‌ ଦାଖଲ କଲା ପୋଲିସ

ବହୁ ଚର୍ଚ୍ଚିତ ବ୍ରହ୍ମପୁର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଫାଇନାଲ୍‌ ଚାର୍ଜସିଟ୍ ଦାଖଲ କରିଛି । ବ୍ରହ୍ମପୁର ଏଜିଡେ କୋର୍ଟରେ ୩୯୬ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ହୋଇଛି । ପୂର୍ବରୁ ୩୦…

Berhampur Engineering Student Death Case: ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ପରିବହନ ମନ୍ତ୍ରୀଙ୍କ ପୁତୁରା ଗିରଫ

ବ୍ରହ୍ମପୁରରେ ଇଂଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲେ ପରିବହନ ମନ୍ତ୍ରୀଙ୍କ ପୁତୁରା ବିଶ୍ବଜିତ ଜେନା । ଛାତ୍ରୀଙ୍କ ପୁରୁଷ ବନ୍ଧୁ ବିଶ୍ବଜିତଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ୍। ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ପୁଲିସ ଆତ୍ମହତ୍ୟା ନିମନ୍ତେ ବାଧ୍ୟ…

Student Death Case in Berhampur: ଅଡୁଆରେ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା; ଛାତ୍ରୀଙ୍କୁ ପ୍ରେମ, ପ୍ରତାରଣା ପରେ ଆତ୍ମହତ୍ୟା ପାଇଁ ପୋତ୍ସାହିତ ଅଭିଯୋଗ

ବ୍ରହ୍ମପୁର ଛାତ୍ରୀ ମୃତ୍ୟୁ ଘଟଣାରେ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ବିଶ୍ବଜିତ୍‌ଙ୍କ ନାଁରେ ମାମଲା । ଛାତ୍ରୀଙ୍କୁ ପ୍ରେମ, ପ୍ରତାରଣା ପରେ ହତ୍ୟା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ।ମନ୍ତ୍ରୀଙ୍କ ପୁତୁରା ବିଶ୍ବଜିତ ଜେନାଙ୍କ ସହିତ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିଲା…

Berhampur Police Encounter: ବ୍ରହ୍ମପୁରରେ ଏନକାଉଣ୍ଟର୍ ସଂଖ୍ୟା ୩କୁ ବୃଦ୍ଧି; ପୁଲିସ୍ ଗୁଳିଲେ ଖଣ୍ଡା ଆକ୍ରମଣକାରୀ ଆହତ

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର। ପୂର୍ବରୁ ଦୁଇଟି ଏନକାଉଣ୍ଟର୍ ହୋଇଥିବା ବେଳେ ବିଳମ୍ବରେ ଆଉ ଏକ ଏନକାଉଣ୍ଟର ହୋଇଛି । ଗତକାଲି ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି ଅଭିଯୁକ୍ତ ଜଗା ଓରଫ ଜଗନ୍ନାଥ ସାହୁ । ଜଗାର ଦୁଇ ଗୋଡରେ ବାଜିଛି…

Berhampur attack incident: ବ୍ରହ୍ମପୁର ଆକ୍ରମଣ ଘଟଣା; ଆକ୍ରମଣକାରୀ ଚିହ୍ନଟ

ବ୍ରହ୍ମପୁର ଗିରି ରୋଡରେ ରାସ୍ତା ମଝିରେ ଯୁବକ ଯୁବତୀଙ୍କୁ ଆକ୍ରମଣ କରାଯାଇଥିବା ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଛି । ଦୁଇ ଜଣ ଯୁବକ ଠେଙ୍ଗାରେ ପିଟିଥିବା ସୂଚନା ମିଳିଛି । ଘଟଣାକୁ ନେଇ ADG ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,…

Berhampur Murder Case Cracked: ପ୍ଲଟ୍‌ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା; ଝିଆରୀ ଖଳନାୟିକା

ବହୁ ଚର୍ଚ୍ଚିତ ଗୋପାଳପୁର ଥାନା ଅଞ୍ଚଳର ପ୍ଲଟ୍‌ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ରାସ୍ତାରୁ ଟେକି ନେଇ ହତ୍ୟା ଘଟଣାରୁ ଉଠିଲା ପରଦା । ଏହି ହତ୍ୟା ପଛରେ ରହିଛି ସମ୍ପତ୍ତି ଭାଗବଣ୍ଟା। ସମ୍ପତ୍ତିକୁ ନେଇ ପରିବାର ମଧ୍ୟ ବିବାଦ ଥିବା ଜଣାପଡ଼ିଛି…

5 killed In Berhampur Road Accident: ବ୍ରହ୍ମପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୫ ମୃତ, ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନରେ ବ୍ରହ୍ମପୁର ହଳଦିଆପଦର ଛକ ନିକଟରେ ଓଭର ବ୍ରିଜ୍‌ରେ ଏକ ଟ୍ରକ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ବିପରୀତ ଦିଗରୁ ଆସି ୩ଟି ବାଇକ୍ ଉପରେ ଚଢିଗଲା…

Bomb Attack At Hotel In Berhampur: ବ୍ରହ୍ମପୁରର ଏକ ହୋଟେଲ ଉପରକୁ ବୋମାମାଡ଼

ବ୍ରହ୍ମପୁରରେ ବୋମାମାଡ଼ । ବୈଦ୍ୟନାଥପୁର ଥାନା ସୁବାରାଓ ଛକରେ ଥିବା ହୋଟେଲ ଉପରକୁ ବୋମାମାଡ଼ ହୋଇଛି। ଗତକାଲି ରାତି ୧୦ଟା ୩୦ରେ ବୋମାମାଡ଼ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ବାଇକରେ ଆସି ଦୁଇଜଣ ଦୁର୍ବୃତ୍ତ ବୋମାମାଡ଼ କରିଥିଲେ…