ବହୁ ଚର୍ଚ୍ଚିତ ବ୍ରହ୍ମପୁର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଫାଇନାଲ୍‌ ଚାର୍ଜସିଟ୍ ଦାଖଲ କରିଛି । ବ୍ରହ୍ମପୁର ଏଜିଡେ କୋର୍ଟରେ ୩୯୬ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ହୋଇଛି । ପୂର୍ବରୁ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଥିଲା ପୋଲିସ ।

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେଡ଼ି ବିଧାୟକ ବିକ୍ରମ ପଣ୍ଡାଙ୍କ ସହିତ ୧୬ ଜଣ ଅଭିଯୁକ୍ତ ରହିଛନ୍ତି ।

Leave a Reply

Your email address will not be published. Required fields are marked *