Tag: Berhampur

ଚିକିଟି ମଦ ମୃତ୍ୟୁ ଘଟଣା; ୨ ଅଧିକାରୀଙ୍କ ବଦଳି

ଚିକିଟି ମଦ ମୃତ୍ୟୁ ଘଟଣା ପରେ ଅବକାରୀ ବିଭାଗର ତତ୍ପରତା ଦେଖାଦେଇଛି। ଏହି ଘଟଣାରେ ୨ ଅଧିକାରୀଙ୍କ ବଦଳି ହୋଇଛି । ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି ହୋଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କ କୋରାପୁଟକୁ ବଦଳି…

ନାଳରେ ଭାସିଯାଇ ବାଳକ ମୃତ

ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ୧୪ନଂ ଲେନ୍‌ରେ ଏକ ଅଘଟଣ ଘଟିଛି। ନାଳରେ ଭାସିଯାଇ ୧୦ ବର୍ଷର ବାଳକର ମୃତ୍ୟୁ ହୋଇଛି। ସେ ସାଇକେଲରେ ଯିବାବେଳେ ନାଳରେ ପଡ଼ିଯାଇଥିଲା। ଦୀର୍ଘ ସମୟ ଧରି ଘର ଲୋକ ଖୋଜାଖୋଜି କରି ନପାଇବାରୁ ଅଗ୍ନିଶମ ବାହିନୀକୁ…

ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ

ଦେଶୀ ମଦ ପିଇବା ପରେ ୧୫ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଓ ଜେନା ସାହି ଅଞ୍ଚଳରେ ଦେଖିବାକୁ ମିଳିଛି। ସମସ୍ତେ କରବାଲୁଆ ଗାଁର ବୋଲି ଜଣାପଡିଛି। ଗତକାଲି ମାଉନ୍ଦପୁର ନିକଟରେ ଦେଶୀ ମଦ…

ବ୍ରହ୍ମପୁର ସିଜିଏସଟି ଅଫିସରେ ସିବିଆଇ ଚଢ଼ଉ

ବ୍ରହ୍ମପୁର ଅନନ୍ତନଗରସ୍ଥିତ ସିଜିଏସ୍ଟି ଅଫିସରେ ଚଢ଼ାଉ କରିଛି ସିବିଆଇ। ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଟଙ୍କା ଫେରସ୍ତ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଏ ନେଇ ୧୫ ଜଣିଆ ଟିମ ଚଢ଼ାଉ କରିଛି।

ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ କଡ଼ା ଜବାବ ଦେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନ ପାଣ୍ଡିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି ମୋ ବିରୋଧରେ ଯଦି ଆରୋପ ଆସିଛି ତେବେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ବିରୋଧରେ…

ଓଡ଼ିଶାର ଲୋକେ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଗଠନ କରିବେ: ନଡ୍ଡା

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଜି ରବିବାର ଓଡ଼ିଶାର ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟର ବିଜେଡି ସରକାର ମୁଷ୍ଟିମେୟ ନେତା ଓ ଅଫିସରଙ୍କ ଦ୍ୱାରା ଦୁର୍ନୀତି ଓ ବାବୁରାଜ ଚାଲିଛି ଏବଂ…

ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର; ବିଜେଡିରେ ଯୋଗ ଦେବେ

ବିଜେପି ସହ ଦୀର୍ଘ ୨୩ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର। ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେବା ସହ ନିଜ କ୍ଷୋଭକୁ ବ୍ୟକ୍ତ କରିଛନ୍ତି । ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ ନ ମିଳିବା…

ସାନଖେମୁଣ୍ଡି ବିଧାୟକ ରମେଶ ଜେନା ହେବେ ବ୍ରହ୍ମପୁରରୁ ବିଜେଡିର ଲୋକ ସଭା ପ୍ରାର୍ଥୀ!

ନିର୍ଭୟ ବ୍ୟୁରୋ: ଏକ ନାଟକୀୟ ଘଟଣାକ୍ରମରେ ବିଜେଡିର ଶୀର୍ଷ ନେତୃତ୍ୱ ଓ ପ୍ରଶାସନ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ବିଜେଡିରେ ସାମିଲ କରି ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ହେବାକୁ ମନେଇ ସାରିଛନ୍ତି ବୋଲି ଖବର ମିଳିଛି । ଅନିଚ୍ଛା…

ଆତ୍ମହତ୍ୟା କଲେ ଯୁକ୍ତ ୨ ଛାତ୍ର! ପଢ଼ନ୍ତୁ ପୁରା ଖବର

ବ୍ରହ୍ମପୁର: ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଦେବାଶିଷ ସେଠୀ । ତାଙ୍କ ଘର ବୈଦ୍ୟନାଥପୁର ଥାନା ସୂର୍ଯ୍ୟନଗର ଅଞ୍ଚଳରେ । ଗତକାଲି ଦେବାଶିଷଙ୍କ…