Tag: Berhampur

ବ୍ରହ୍ମପୁରରେ କାଳବୈଶାଖୀ ବର୍ଷାର ତାଣ୍ଡବ

ବ୍ରହ୍ମପୁରରେ ତାଣ୍ଡବ ରଚିଲା କାଳବୈଶାଖୀ ବର୍ଷା । କାଳବୈଶାଖୀ ଯୋଗୁଁ ବିବିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି । କେଉଁଠି ଗଛ ଭାଙ୍ଗିଯାଇଛି ତ ଆଉ କେଉଁଠି ଘରର ଆଜବେଷ୍ଟସ ଉଡିଯାଇଛି । ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗଛ…

ବ୍ରହ୍ମପୁରରେ ବେଆଇନ ହୁକ୍କା ବାର୍ ଉପରେ ରେଡ୍

ବ୍ରହ୍ମପୁର ସହରରେ ବେଆଇନ ହୁକ୍କା ବାର୍ ଚଳାଉଥିବା ୮ଟି ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢାଉ କରିଛି ପୋଲିସ । ବେଆଇନ ହୁକ୍କା ବାର୍ ଉପରେ ଏକାଧିକ ଚଢାଉ କରି ହୁକା ପାତ୍ର, ତମାଖୁ ଉତ୍ପାଦ ଏବଂ ଅନ୍ୟାନ୍ୟ ଧୂମପାନ ସାମଗ୍ରୀ ଜବତ…

ଏପ୍ରିଲ୍‌ ୩ରୁ ମା ବୁଢ଼ୀ ଠାକୁରାଣୀ ଯାତ୍ରା

ଏପ୍ରିଲ ୩ ରୁ ଆରମ୍ଭ ହେବ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା । ଏପ୍ରିଲ୍‌ ୨୮ ତାରିଖ ଯାଏ ଚାଲିବ ଏହି ଯାତ୍ରା । ଠାକୁରାଣୀ ଯାତ୍ରା ପାଇଁ ମଧ୍ୟରାତ୍ରୀରେ ଶୁଭଖୁଣ୍ଟି ସ୍ଥାପନ ହେବା ନେଇ…

ବ୍ରହ୍ମପୁରରେ ଅଷ୍ଟମ ଫେଲ୍‌ ନକଲି ଡାକ୍ତର ଗିରଫ

ବ୍ରହ୍ମପୁରରେ ନକଲି ଡାକ୍ତରକୁ ଗିରଫ କରିଛି ଟାଉନ ଥାନା ପୁଲିସ । ଗିରଫ ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗର ଡ. ଉତ୍ପଲ ବାଲା ସେ ସିଟି ହସ୍ପିଟାଲ ନିକଟରେ କ୍ଲିନିକ୍ କରିଥିଲେ । ଅଭିଯୋଗ ହେବା ପରେ ଟାଉନ ଥାନା କେସ…

ସିଲିକନ୍ ପ୍ରତିମୂର୍ତ୍ତି ମାଧ୍ୟମରେ ସ୍ତ୍ରୀଙ୍କ ସ୍ମୃତିକୁ ସାଇତି ରଖିଛନ୍ତି ସ୍ୱାମୀ

୨୦୨୧ ଏପ୍ରିଲରେ ବ୍ରହ୍ମପୁରର ଜଣେ ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକ (୫୨)ଙ୍କ ପତ୍ନୀ କୋଭିଡରେ ପ୍ରାଣ ହରାଇଥିଲେ। ସେ ତାଙ୍କ ସ୍ବର୍ଗତ ପତ୍ନୀଙ୍କ ଏକ ସିଲିକନ ପ୍ରତିମୂର୍ତ୍ତି ଘରକୁ ଆଣିଥିଲେ। ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକଙ୍କ ସ୍ବର୍ଗତ ପତ୍ନୀ କିରଣଙ୍କ ଶାଢ଼ି…

ଫେରିଲେ ଏସପି ଡ଼. ଶ୍ରବଣ ବିବେକ; ମଦ ମାଫିଆ, ବାଲି ଚୋର ଓ ସୁନା ବେପାରୀ ଥରହର

ରବିବାର ମୋହନ ସରକାର ତାଙ୍କର ବହୁ ପ୍ରତିକ୍ଷିତ ପୋଲିସ ପ୍ରଶାସନରେ ଐତିହାସିକ ଅଦଳବଦଳ କରିଛନ୍ତି। ୨୨ ଜଣ ଏସପିଙ୍କୁ ବଦଳି କରାଯାଇଥିଲା ବେଳେ ବ୍ରହ୍ମପୁରରେ ଏସପି ଭାବେ ପୁଣି ଶ୍ରବଣ ବିବେକ ଏମଙ୍କୁ ଅବସ୍ଥାପିତ କରାଯାଇଛି। ଗତ ସାଧାରଣ ନିର୍ବାଚନର ଅବ୍ୟବହିତ…

ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ବ୍ରହ୍ମପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବ୍ରହ୍ମପୁର କେସି ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ । ବ୍ରହ୍ମପୁର-ଟାଟାନଗର, ହାୱାଡ଼ା-ରାଉରକେଲାକୁ ଗଡ଼ିବ ବନ୍ଦେ…

ଭଞ୍ଜନଗର ଆରସିଏମଏସ ସମ୍ପାଦକଙ୍କୁ ବହିଷ୍କାର ନିବେଦନ

ଭଞ୍ଜନଗର ଆରସିଏମଏସ ସମ୍ପାଦକ ସନ୍ତୋଷ ମହାରଣାଙ୍କୁ ବରଖାସ୍ତ ପାଇଁ ନିବେଦନ କରାଯାଇଛି। ଏ ନେଇ ଭିଜିଲାନ୍ସ ବିଭାଗ ବିଭଗୀୟ ଅଧିକାରୀଙ୍କୁ ନିବେଦନ କରିବ। ସନ୍ତୋଷଙ୍କ ବିରୋଧ ଚାର୍ଜସିଟ ଦାଖଲ ପରେ ଭିଜିଲାନ୍ସ ବିଭାଗ ଆକ୍ସନ ନେଇଛି। ସନ୍ତୋଷ ଜମି କିଣାବିକା ଜାଲିଆତି…

ଚିକିଟି ମଦ ମୃତ୍ୟୁ ମାମଲା; ଆଉ ଜଣେ ଗିରଫ

ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଗିରିଶୋଲା ଷ୍ଟେସନରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଛି କ.ନୂଆଗାଁ ପୋଲିସ। ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ଦେଶୀ ମଦ କାରବାର କରୁଥିଲା। ଟ୍ରେନ୍‌ରେ ବେଙ୍ଗାଲୁରୁ ଯିବା ବେଳେ ମୋବାଇଲ୍ ଟ୍ରାକ୍ କରି ଧରିଲା…

ମୃତ ନାବାଳକ ପରିବାରକୁ ୪ ଲକ୍ଷ ସହାୟତା ପ୍ରଦାନ ନିର୍ଦ୍ଦେଶ

ବ୍ରହ୍ମପୁର ବଡ଼ବଜାରର ନାବାଳକ ସାଇରାମ ପାତ୍ର (୧୦) ମୁକୁଳା ଡ୍ରେନରେ ପଡ଼ି ନିଖୋଜ ହୋଇଯାଥିଲେ। ଦୀର୍ଘ ୪ ଘଣ୍ଟା ଧରି ସ୍ଥାନୀୟ ଯୁବକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଛି। ଲକ୍ଷ୍ମୀ ନୃସିଂହ ସାହି ୧୪…