Month: November 2024

ବବି ଦାସ ଭାଇ ଭବ ଦାସ ନାଁରେ ଆଉ ଏକ ମାମଲା ରୁଜୁ

ବିରଜା ହାଟକୁ ନେଇ ଯାଜପୁର ରାଜନୀତି ପାଣିପାଗ ଏବେ ବେସ୍ ସରଗରମ ରହିଛି । ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା । ଭବ ପ୍ରସାଦ ଦାସ (ଲଲ)ଙ୍କ ନାଁରେ ଜାତିଆଣ…

ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ଜଣ ନକ୍ସଲ

ନକ୍ସଲ ସ୍ଥିତି ବାବଦରେ ବିଏସ୍ଏଫ୍ ଆଇଜି ଚାରୁ ଧ୍ବଜ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ଜଣ ନକ୍ସଲ । ଏଥିରୁ ଓଡ଼ିଶା କ୍ୟାଡର ନକ୍ସଲ ସଂଖ୍ୟା ମାତ୍ର ୬ରୁ ୭ ଜଣ । ବାକି ସବୁ…

ସେନା ଦିବସ ପାଇଁ ପୁରୀ ବେଳାଭୂମିରେ କଟକଣା; ୪ରେ ସମୁଦ୍ର ସ୍ନାନ ଉପରେ ଲାଗିଲା ରୋକ୍

ଆସନ୍ତା ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏହି ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ଏହା ସହ ନୌସେନା ଦିବସ…

କେନ୍ଦ୍ରକୁ ଯିବେ ଆଇପିଏସ୍‌ ଅନୁପମା ଜେମସ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଭିଜିଲାନ୍ସ ଆଇପିଏସ୍‌ ଅନୁପମା ଜେମସ । ୨୦୧୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଅନୁପମା ଜେମସ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଜାତୀୟ ତଦନ୍ତକାରୀ ସଂସ୍ଥା ବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ…

୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ: ଅପରାଜିତା ଷଡ଼ଙ୍ଗୀ

୨୦୨୭ ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ । ସମୀକ୍ଷା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଦେଇ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରକଳ୍ପ ପାଇଁ ମୋଟ ୬ହଜାର ୨୫୬କୋଟି ଟଙ୍କା ଖର୍ଚ୍ଚ…

ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର

ପ୍ରାଥମିକ ସ୍କୁଲର ମଧ୍ୟାହ୍ନ ଭୋଜନ ପାଇଁ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍‌ରେ ଖର୍ଚ୍ଚ ବଢ଼ାଇଥିବା ସୂଚନା ମିଳିଛି । ଆସନ୍ତା କାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ୫ମ ଶ୍ରେଣୀ…

ବାରଣାସୀ କ୍ୟାଣ୍ଟ ରେଳ ଷ୍ଟେସନ ରେ ଭୟଙ୍କର ଅଗ୍ନିକାଣ୍ଡ , ୨୦୦ରୁ ଅଧିକ ଦୁଇଚକିଆ ଯାନ ନଷ୍ଟ

ବାରାଣସୀର କ୍ୟାଣ୍ଟ ରେଳ ଷ୍ଟେସନରେ ଏକ ପାର୍କିଂ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟି ୨୦୦ ରୁ ଅଧିକ ଦୁଇ ଚକିଆ ଯାନ ନଷ୍ଟ ହୋଇଯାଇଛି ବୋଲି ଶନିବାର ଦିନ ଅଧିକାରୀମାନେ କହିଛନ୍ତି।ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ରେଳ ଅଧିକାରୀଙ୍କ କହିବା…

ବାତ୍ୟା ପାଇଁ ଚେନ୍ନାଇରେ ବିମାନ ଉଡ଼ାଣ ବନ୍ଦ

ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫେଞ୍ଜଲ୍’ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ଫେଞ୍ଜଲ୍ । ଆଜି ସଂଧ୍ୟାରେ ତାମିଲନାଡୁ-ପୁଡୁଚେରୀ ମଝିରେ ଲ୍ୟାଣ୍ଡଫଲ୍ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ରହିପାରେ। ଏହାକୁ ଦୃଷ୍ଟିରେ ରଖି…

ନିର୍ଭୟ ମିଡ଼ିଆକୁ ପନ୍ନୁର ଇମେଲ; ‘ଅର୍ବାନ ନକ୍ସଲ’ଙ୍କ ହାତ ଥାଇପାରେ: ନବୀନ ଦାସ

ଭୁବନେଶ୍ୱରରେ ବର୍ତ୍ତମାନ ଡିଜିପି ସମ୍ମିଳନୀ ଆରମ୍ଭ ହୋଇଛି । ଦେଶର ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଉଛି । ଏହି ସମୟରେ ଆଜି ବିଭିନ୍ନ ସାମ୍ୱାଦିକ ଓ ମିଡିଆ ଅଫିସକୁ ଧମକ୍ ପୂର୍ଣ୍ଣ ଇମେଲ ଆସିଛି। ଖଲିସ୍ତାନୀ ଆତଙ୍କୀ ପନ୍ନୁର ଏହି…

ମୋଦୀଙ୍କ କଡ଼ା ସନ୍ଦେଶ; ବଦଳି-ପୋଷ୍ଟିଂରେ ମାତିଲେ ନେତା ହୋଇପାରିବ ନାହିଁ

ଏକ ନିର୍ଦ୍ଦିଷ୍ଟ ମିଶନରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପ୍ରଚାର ପୂର୍ବରୁ ଜୋଶ୍ ଭରିବା ପାଇଁ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ସେ। ସେତେବେଳେ ମିଶନ ଭିନ୍ନ ଥିଲା, ଜୋଶ୍ ଭାରି ନିର୍ବାଚନ ଜିଣିବା । କିନ୍ତୁ ଏଥର ଦଳ…