Day: 29 November 2024

୧.୪୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ରାଜସ୍ୱ ବିଭାଗର ଜୁନିୟର ଆସିଷ୍ଟାଣ୍ଟ ଗିରଫ

ସରକାରୀ ପାଣ୍ଠିରୁ ୧.୪୦ କୋଟି ଟଙ୍କାର ପଞ୍ଜୀକରଣ ଶୁଳ୍କ, ଉପଭୋକ୍ତା ଶୁଳ୍କ ଏବଂ ଅନ୍ୟାନ୍ୟ ସରକାରୀ ରାଜସ୍ୱ ଠକେଇ ଅଭିଯୋଗରେ ଶୁକ୍ରବାର ଦିନ ରାୟଗଡା ଜିଲ୍ଲା ବିସମ କଟକ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ରେ କାର୍ଯ୍ଯରତ କନିଷ୍ଠ ରାଜସ୍ୱ ସହାୟକ ବନମାଳି କରଙ୍କୁ…

ଅମିତ ଶାହ ଦ୍ଵିତୀୟ ଶ୍ରେଷ୍ଠ ପୋଲିସ ଷ୍ଟେସନ ଭାବେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା କୁ କଲେ ସମ୍ମାନିତ

ଅଖିଳ ଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀ-୨୦୨୪ ଆଜି ଭୁବନେଶ୍ୱରର ଲୋକ ସେବା ଭବନରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ସମ୍ମାନିତ କରିଥିଲେ। ରାଜ୍ଯ…

ଡିଜିପି ଆଇଜିପି ସମ୍ମିଳନୀ ପାଇଁ ଷ୍ଟାର ହୋଟେଲକୁ ବିଧାୟକଙ୍କୁ ସ୍ଥାନାନ୍ତରଣ,ବିଧାୟକମାନଙ୍କ ଅସନ୍ତୁଷ୍ଟି ବ୍ୟକ୍ତ

ରାଜଧାନୀ ଭୁବନେଶ୍ୱର ଆଭ୍ଯନ୍ତରୀଣ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଉପରେ ତିନି ଦିନିଆ ଡିଜି-ଆଇଜିପି ସମ୍ମିଳନୀ ଆୟୋଜନ କରୁଛି। ଲୋକ ସେବା ଭବନର ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପାଇଁ ସମଗ୍ର ଭୁବନେଶ୍ୱରରେ କଡ଼ା ସୁରକ୍ଷା…

ସମୀକ୍ଷା ପାଇଁ ରାଜଭବନରୁ ବାହାରି ରାଜ୍ୟ ବିଜେପି ଅଫିସ୍‌ରେ ପ୍ରଧାନମନ୍ତ୍ରୀ 

ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଭୁବନେଶ୍ୱର ବିମାନବନ୍ଦରକୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ବିମାନବନ୍ଦର ନିକଟରେ ଆୟୋଜିତ ହୋଇଥିବା ଏକ ସଭାରେ ଯୋଗ ଦେଇଥିଲେ । ତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର…

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ; ସଭାସ୍ଥଳରେ ମୋଦିଙ୍କ ନିଶାନାରେ ବିରୋଧୀ

ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାଜଧାନୀର ସଭାସ୍ଥଳ ପାଲଟିଛି ଜନସମୁଦ୍ର । ଏହି ସମୟରେ ରାଜ୍ୟବାସୀଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣରେ କହିଛନ୍ତି ବିମାନ ବନ୍ଦରରେ ଏତେ…

ଗୁରାପଲ୍ଲୀ ଟୋଲ ଗେଟ ନିକଟ ରୁ ୮୮ କେଜି ରୂପା ଇଟା ଓ ୫ ଲକ୍ଷ ଟଙ୍କା ଜବତ କଲା ଗଞ୍ଜାମ ପୋଲିସ

ଖଲ୍ଲିକୋଟ ପୋଲିସର ନିୟମିତ ଯାଞ୍ଚ ସମୟରେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଗୁରାପଲ୍ଲୀ ଟୋଲ ପ୍ଲାଜା ନିକଟରେ ଏକ କାରରୁ ୮୮ କିଲୋଗ୍ରାମ ରୂପା ଇଟା ଏବଂ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଛି।ପ୍ରାଥମିକ ସୂଚନା ଅନୁଯାୟୀ , କାରଟି…

ତଥାପି କମିନି ନବୀନ ଚମକ

ପପୁ ବାବୁ ଭାରି ଆଶା ବାନ୍ଧିଥିଲେ ଯେ, ପବନ ବାବୁଙ୍କ ସିଏମ ରେକର୍ଡ ଭାଙ୍ଗିବେ। ପବନ ବାବୁ ସିକିମର ମୁଖ୍ୟମନ୍ତ୍ରୀ ଥିଲେ । ଛୋଟିଆ ରାଜ୍ୟ । କିନ୍ତୁ ଓଡ଼ିଶାର ସିଏମ ହେଇ ଏକ ବିରଳ ରେକର୍ଡ କରିବାକୁ ସପ୍ନ ଦେଖୁଥୁବା…

୪୯୬ଟି ଟିଜିଟି-ଓଡ଼ିଆ ପଦବୀ ଘୋଷଣା

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୪୯୬ ପଦବୀ ଟିଜିଟି (ଓଡ଼ିଆ) ଭାବେ ଘୋଷଣା କରାଯାଇଛି । ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ…

ଡିଜିପି ସମ୍ମିଳନୀ ପାଇଁ ବାଧାପ୍ରାପ୍ତ ହେବ ମୋ-ବସ୍‌ ସେବା; ଜାଣନ୍ତୁ କେଉଁ କେଉଁ ନଂ ବସ ହେବ ପ୍ରଭାବିତ

ଆଜିଠାରୁ ତିନି ଦିନ ବ୍ୟାପୀ ଭୁବନେଶ୍ୱରରେ ଆୟୋଜିତ ସର୍ବଭାରତୀୟ ଡିଜିପି ସମ୍ମିଳନୀ ଆରମ୍ଭ ହୋଇ ଯାଇଛି। ଏହାକୁ ନଜରରେ ରଖି ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଏହା ସହ ତିନି ଦିନ ଧରି ଲୋକସେବା ଭବନରେ ଏହି…

ଲୋକସେବା ଭବନରେ ଡିଜିପି ସମ୍ମିଳନୀକୁ ଉଦଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସ୍ବତନ୍ତ୍ର ବିମାନ ଯୋଗେ ୧ଟା ୧୫ରେ ଆସି ପହଞ୍ଚିଛନ୍ତି ଶାହ । ସେଠାରୁ ସ୍ବତନ୍ତ୍ର କାରକେଡ ଓ କଡ଼ା…