ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହେବ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ November 20, 2024 Nirvay ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ସହଯୋଗରେ ଆସନ୍ତା ନଭେମ୍ବର ୨୧ ତାରିଖ ଠାରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ…
ରାଜନୀତି ରାଜ୍ୟ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା କୁ ନେଇ ବିଜେଡି ନେତା ବବି ଦାସଙ୍କ ପ୍ରତିକ୍ରିୟା November 20, 2024 Nirvay ଯାଜପୁରରେ ଧର୍ମଶାଳା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ ଘଟଣା ନେଇ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ରଖିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ମୁଁ ଏହି ଘଟଣା କୁ ନିନ୍ଦା କରୁଛି | ବିଧାୟକଙ୍କୁ ଆକ୍ରମଣରେ ସଂପୃକ୍ତଙ୍କୁ ଖୋଜି…
ରାଜ୍ୟ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଚସ୍ତରୀୟ କମିଟି ଗଠନ November 20, 2024 Nirvay ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ କେନ୍ଦ୍ର ସରକାର ବୁଧବାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ସରକାର ଅଧୀନରେ ପ୍ରଥମ…
ରାଜ୍ୟ ବଲାଙ୍ଗୀର ରେ ଅଭାବନୀୟ ଘଟଣା : ଆଦିବାସୀ ବାଳିକା ଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର November 20, 2024 Nirvay ବଲାଙ୍ଗୀର ଜିଲ୍ଲା ରେ ଏକ ଅଭାବନୀୟ ଘଟଣା ଲୋକଲୋଚନ କୁ ଆସିଛି | ଗତ ୧୬ ତାରିଖରେ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଏକ ଆଦିବାସୀ ଯୁବତୀ ଗାଧୋଇ ସାରି ଘରକୁ ଫେରିବା ବାଟରେ ଅଭୟ ବାଗ ନାମକ ଏକ ଯୁବକ ତାଙ୍କୁ…
ରାଜନୀତି ରାଜ୍ୟ ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଙ୍କୁ ଆକ୍ରମଣ ଅଭିଯୋଗ November 20, 2024 Nirvay ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ସାହୁ)ଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଯାଜପୁର ବୁଢ଼ାଘାଟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।ବିଧାୟକ ଯାଉଥିବା ବେଳେ ତାଙ୍କ ଗାଡି ଅଟକାଇ ଠେଙ୍ଗାରେ…
ଖେଳ ଦେଶ ଚୀନକୁ ହରାଇ ଭାରତ ଜିତିଲା ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି November 20, 2024 Nirvay ବୁଧବାର ଦିନ ଫାଇନାଲରେ ଚୀନ୍ କୁ ୧-୦ରେ ପରାସ୍ତ କରି ଭାରତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଟାଇଟଲ୍ ହାସଲ କରିଛି।ମୋଟ ଉପରେ, ତୃତୀୟ ଥର ପାଇଁ ଭାରତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ଜିତିଛି, ଏହି ପ୍ରତିଯୋଗିତାରେ ଦକ୍ଷିଣ…
ରାଜ୍ୟ ଜୁନାଗଡ଼ ଗଣଦୁଷ୍କର୍ମ ମାମଲା : ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ November 20, 2024 Nirvay ବହୁ ଚର୍ଚ୍ଚିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଆଜି ଧର୍ମଗଡ଼ ଏଡିଜେ ୬ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି |ପୂର୍ବରୁ ଏନେଇ ପୋଲିସ ୮ଜଣ କୁଅଟକରଖିତଦନ୍ତକରୁଥିଲା ପରେ ସେଥିମଧ୍ୟରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଧର୍ମଗଡ଼ ଜେଲ ପଠାଯାଇଥିଲା ।…
ତାଜା ଖବର ରାଜ୍ୟ ଫେବୃୟାରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା; ପ୍ରକାଶ ପାଇଲା କାର୍ଯ୍ୟସୂଚୀ November 20, 2024 Papirani ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୮ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କଳା ଓ ବାଣିଜ୍ୟ ପରୀକ୍ଷା ୧୯ରୁ ଏବଂ ଧନ୍ଦାମୂଳକ ପରୀକ୍ଷା ୨୦ରୁ ଆରମ୍ଭ ହେବ ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା…
ତାଜା ଖବର ରାଜ୍ୟ କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ୪୦ ହେବ November 20, 2024 Papirani କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ୧୬ରୁ ୪୦କୁ ବଢ଼ିବ । କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ଯକ୍ଷା ତଥା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଏବେ କ୍ୟାପିଟାଲ ହସପିଟାଲରେ ୧୬ଟି ଆଇସିୟୁ ବେଡ୍ ରହିଛି।…
ତାଜା ଖବର ରାଜ୍ୟ ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର November 20, 2024 Papirani ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର ।୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲା ରଖିବାକୁ ଔଷଧ ନିଗମର ସମୀକ୍ଷା ବୈଠକ ପରେ ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର…