Month: March 2025

ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଦିନ ଭିଜିଲାନ୍ସ ଗିରଫ କରିଛି । ୧୭ ଲକ୍ଷ କ୍ୟାସ୍‌, ୯୦ ଲକ୍ଷର ଜମା ଟଙ୍କା ସହ ୪୭୫ ଗ୍ରାମ ସୁନା,…

ଅତିରିକ୍ତ ପୋଲିସ କମିଶନରଙ୍କ କଲର ଧରିଲେ କଂଗ୍ରେସ କର୍ମୀ

ସୀମା ଟପିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ସମୟରେ ପୋଲିସର କଲର୍ ଧରି ଟଣାଓଟରା କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ବିଧାୟକ ରମେଶ ଜେନା ବିଧାନସଭା ଭିତରକୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଅତିରିକ୍ତ ପୋଲିସ କମିଶନର…

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌ । ବୁଧବାର ଦିନ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନରେ ସିବିଆଇର ଚଢ଼ାଉ । ସିବିଆଇ ଟିମ୍ ରାୟପୁର ଏବଂ ଭିଲାଇରେ ତାଙ୍କ ଘରେ ପହଞ୍ଚି…

କଂଗ୍ରେସ ବିଧାୟକଙ୍କ ନିଲମ୍ବନ ଘଟଣା; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର

କଂଗ୍ରେସ ବିଧାୟକଙ୍କ ନିଲମ୍ବନ ଘଟଣାରେ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନାହିଁ । ବିଧାୟକଙ୍କୁ ଭେଟିବାକୁ ବିଧାନସଭା ପରିସରକୁ ଆମକୁ ଛଡ଼ାଗଲାନି । ଆଇନ୍…

ବିଧାନସଭା ଗୃହରୁ ନିଲମ୍ବିତ ହେଲେ ତାରା ଓ ରମେଶ

ବିଧାନସଭା ଗୃହରୁ ନିଲମ୍ବିତ ହେଲେ ଆଉ ୨ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ମଧ୍ୟ ନିଲମ୍ବିତ କଲେ ବାଚସ୍ପତି ସୁରମା ପାଢ଼ୀ । ୧୪ ଜଣ ବିଧାୟକଙ୍କ ମଧ୍ୟରୁ ସବୁ କଂଗ୍ରେସ ବିଧାୟକ…

ଶପଥ ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ରାଜ୍ୟପାଳ ହରିବାବୁ କମ୍ଭମପତି ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ହାଇକୋର୍ଟର ସମସ୍ତ…

ନିଲମ୍ବନ ପରେ ରାଜରାସ୍ତାରେ କଂଗ୍ରେସର ହଙ୍ଗାମା; ରାଜରାସ୍ତାରେ ରାତି କଟେଇଲେ ବିଧାୟକ 

ବିଧାନସଭା ଗୃହରୁ ୧୨ ବିଧାୟକଙ୍କୁ ସସ୍‌ପେଣ୍ଡ ପରେ ରାଜରାସ୍ତାରେ କଂଗ୍ରେସର ହଙ୍ଗାମା। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରାତି କଟେଇଲେ କଂଗ୍ରେସ ବିଧାୟକ । ସେମାନଙ୍କ ସହିତ ଦଳରେ ଅନେକ କର୍ମୀ ମଧ୍ୟ ରାତିସାରା ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଧାରଣା ଦେଇଥିବା ଦେଖା ଦେଇଛି ।…

ବିଧାନସଭା ବାହାରେ କଂଗ୍ରେସ ନେତା- ପୋଲିସ ମୁହାଁମୁହିଁ

ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ହେବା ପରେ କଂଗ୍ରେସର ୧୪ ବିଧାୟକଙ୍କ ଭିତରୁ ୧୨ ଜଣଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଛନ୍ତି । ନିଲମ୍ବନ ପରେ ବିରୋଧୀ ଦଳ ନେତା ଲବି ଗେଟ୍ ଦେଇ ଭିତରକୁ ପ୍ରବେଶ ହରିବାକୁ ଚେଷ୍ଟା…

ପାରାଦୀପରେ ହେବ ଗ୍ରୀନଫିଲଡ ବିମାନବନ୍ଦର

ବନ୍ଦର ସହର ପାରାଦୀପରେ ଏକ ନୂଆ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ପାରାଦୀପରେ ଗ୍ରୀନଫିଲଡ ବିମାନବନ୍ଦର ପ୍ରତିଷ୍ଠା କରିବା ସହ ଜୟପୁର, ରଙ୍ଗେଇଲୁଣ୍ଡା, ରାଇରଙ୍ଗପୁର, ଜମାଦାରପଲ୍ଲୀ ଓ ତୁଷୁରା ବିମାନ ବନ୍ଦରର ଉନ୍ନତିକରଣ କରିବା ପାଇଁ…

ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ଏପ୍ରିଲ ୯ ଓ ୧୧ରେ ଜନ ଶୁଣାଣି

ଆଉ ପାଦେ ଆଗେଇଲା ପୁରୀର ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରକଳ୍ପ । ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ବ୍ରହ୍ମଗିରି ତହସିଲ ଅଧୀନରେ ଥିବା ସିପସରୁବାଲି ଏବଂ ଷଣ୍ଢପୁର ଅଞ୍ଚଳରେ ଓଡ଼ିଶା ସରକାର ଜମି ଅଧିଗ୍ରହଣ କରିବାକୁ ଯାଉଛନ୍ତି । ଏହି…