Month: March 2025

୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣା; ୨୭ରେ ବିପ୍ଲବ କରିବ କଂଗ୍ରେସ

ବିଧାନସଭା ଗୃହରୁ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ ।ବିଧାନସଭା ଅଚଳ ହେବା ବାବଦରେ ମତ ରଖି ଭକ୍ତ କହିଛନ୍ତି ଆଲୋଚନା ପାଇଁ ଡାକିଲେ, କଥାବାର୍ତ୍ତା କଲେ କିନ୍ତୁ ସମାଧାନ କଲେନାହିଁ ।…

ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହରୁ ନିଲମ୍ବିତ ହେଲେ କଂଗ୍ରେସର ୧୨ ବିଧାୟକ

ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କରିବା ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପାଇଁ ପଡିଲା ମହଙ୍ଗା । ବିଧାନସଭାରେ କଂଗ୍ରେସର ୧୨ ଜଣ ବିଧାୟକ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି । ଗୃହରେ ବିଶୃଙ୍କଳିତ ଆଚରଣ ପାଇଁ କଂଗ୍ରେସର ମୋଟ୍ ୧୪…

ଓଡ଼ିଶା ମୁହାଁ ହେଉଛନ୍ତି ବିଦେଶୀ ପକ୍ଷୀ

୨୦୨୪- ୨୫ ବର୍ଷରେ ଓଡିଶାକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଏ ନେଇ ଆଜି ବିଧାନସଭା ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ । ସେ…

ରାଜ୍ୟରେ ରହିଛି ୪୫୩୯ ରକ୍ତଚନ୍ଦନ ଗଛ; ଏପ୍ରିଲ ୯ରେ ହେବ ନିଲାମ

ଆଜି ଗୃହରେ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୪୫୩୯ଟି ରକ୍ତଚନ୍ଦନ ଗଛ ଅଛି । ସେଥିରୁ ୨୦୭୧ ଚନ୍ଦନ କାଠ ପ୍ରାକୃତିକ ଭାବରେ…

ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ମେଡିକାଲରେ ଚାଲିଛି ଅଧିକ ସି-ସେକ୍ସନ: ସ୍ବାସ୍ଥ୍ୟ ମନ୍ତ୍ରୀ

ସି-ସେକ୍ସନ ନେଇ ଚିନ୍ତାଜନକ ତଥ୍ୟ ଦେଲେ ସରକାର । ଆଜି ବିଧାନସଭା ଗୃହରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ସରକାରୀ ହସ୍ପିଟାଲ ତୁଳନାରେ ବେସରକାରୀ ହସ୍ପିଟାଲରେ ସିଜାରିଆନ୍ କିମ୍ବା ସି-ସେକ୍ସନ ଡେଲିଭରି ସଂଖ୍ୟା…

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ବ୍ୟାରେକ୍‌ରେ ଚଢ଼ାଉ; ୩ ଆଇଆରବି ଯବାନ ଗିରଫ

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ । ମନମୁଣ୍ଡା ପୋଲିସ ବ୍ୟାରେକ୍‌ରେ ଚଢ଼ାଉ କରି ଗିରଫ । ମନମୁଣ୍ଡା ଥାନା ପୋଲିସ ବାରାକରୁ ୩ ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।…

ଛତିଶଗଡ଼ରେ ପୋଲିସ-ମାଓ ଗୁଳିବିନିମୟ; ୩ ମାଓବାଦୀ ନିହତ

ଛତିଶଗଡ଼ରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଦନ୍ତେୱାଡ଼ା ଓ ବିଜାପୁର ଜିଲ୍ଳା ସୀମାନ୍ତରେ ଏନ୍‌କାଉଣ୍ଟର ହୋଇଛି । ପୋଲିସ ଏନ୍‌କାଉଣ୍ଟରରେ ୩ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି । ଏହା ସହ ବନ୍ଧୁକ ସହ ବିପୁଳ ପରିମାଣର…

ଆଜି ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ; ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଆଜି ବିଧାନସଭା ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଆଜି ବି ଅଚଳ ରହିଲା ଗୃହ । ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀଙ୍କ ପକ୍ଷରୁ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ବିଗତ ଦିନଗୁଡ଼ିକ ପରି ଆଜି ବି ବିଧାନସଭାରେ…

ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆଜି ସକାଳୁ ଭିଜିଲାନ୍ସର ଟିମ୍ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଘରେ ଚଢ଼ଉ କରିଛନ୍ତି । ଭୁବନେଶ୍ବର ସ୍ଥିତ ବାସଭବନରେ ଭିଜିଲାନ୍ସର ୨ଜଣିଆ ଟିମ୍‌ର ରେଡ୍‌ ହୋଇଛି ।…

ଖୁବ ଶୀଘ୍ର ରାଜ୍ୟର ସବୁ ରୁଟ୍‌ରେ ଚାଲିବ ‘ମୁଖ୍ୟମନ୍ତ୍ରୀ ବସ୍‌ ସେବା’

ଖୁବ ଶୀଘ୍ର ରାଜ୍ୟର ସବୁ ରୁଟ୍‌ରେ ଚାଲିବ ମୁଖ୍ୟମନ୍ତ୍ରୀ ବସ୍‌ ସେବା । ଏ ନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀ ପଞ୍ଚାୟତରୁ ବ୍ଲକ୍ ୫ ଟଙ୍କା ଓ…