ପୁରୀର ଅଗ୍ନି ବିସ୍ଫୋରଣ ଘଟଣା ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଭାବମୂର୍ତିର ମୁଖା ଖୋଲି ଦେଇଛି: ଡା. ସମ୍ବିତ ପାତ୍ର

ଗତକାଲି ପୁରୀ ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଭଉଁରୀ ଖେଳ ହେଉଥିବା ବେଳେ ବାଣ ଦ୍ୱାରା ଅଗ୍ନି ବିସ୍ପୋରଣ ଘଟିଥିଲା । ଆମ୍ବୁଲାନ୍ସର ଅଭାବ କାରଣରୁ ଠିକ୍ ସମୟରେ ପୀଡିତଙ୍କୁ ଚିକିତ୍ସା ଉପଲବ୍ଧ ହୋଇପାରିଳା ନାହିଁ ସେହି କାରଣରୁ ଅନେକ ଲୋକଙ୍କ ମୃତ୍ୟୁ…

ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ

ରାଜ୍ୟ ଯୁବ ବିଜେପି ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ହୋଇଛି । ଚାନ୍ଦବାଲିରେ ନିର୍ବାଚନ ପ୍ରଚାରରୁ ଫେରିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଅଭିଳାଷଙ୍କ…

ସରିଲା ରାଜ୍ୟର ଶେଷ ପର୍ଯ୍ୟାୟ ମତଦାନର ପ୍ରଚାର

ଦେଶରେ ସପ୍ତମ ଓ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନରେ ୪୨ଟି ବିଧାନସଭା ନିର୍ବାଚନ…

ନବୀନ ବାବୁଙ୍କୁ ଭୋଟ ଦେଲେ ପାଣ୍ଡିଆନଙ୍କ ପାଖକୁ ଯିବ : ଜୟ ପଣ୍ଡା

ଭୁବନେଶ୍ୱର : ଆଜି ଏକ ସାକ୍ଷାତକାରରେ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ନବୀନ ପଟ୍ଟନାୟକ କହିବା ପରେ କାଉଣ୍ଟର କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ‘ଏ ଲୋକ ତାଙ୍କୁ କଣ୍ଟ୍ରୋଲ କରିବା ପୂରା ରାଜ୍ୟବାସୀ…

ନିର୍ବାଚନ ହାରିବା ଜାଣି ମୁଖ୍ୟମନ୍ତ୍ରୀ କହୁଛନ୍ତି ମିଛ: ଅନୀଲ ବିଶ୍ଵାଳ

ଆଜି ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାର ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେପିର ମୁଖପାତ୍ର ଅନୀଲ ବିଶ୍ଵାଳ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଣି ମିଛ କହିଲେ l ନିର୍ବାଚନ ହାରିବା ଜାଣି ମୁଖ୍ୟମନ୍ତ୍ରୀ ନିଜର…

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା,ଶିବ ଶଙ୍କରଙ୍କ ତଥ୍ୟ ମାଗିଲେ ହାଇକୋର୍ଟ

ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଶିବ ଶଙ୍କରଙ୍କ ତଥ୍ୟ ମାଗିଲେ ହାଇକୋର୍ଟ। ଆଜି ହାଇକୋର୍ଟରେ ଶିବ ଶଙ୍କର ଦାଶଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ଶିବ ଶଙ୍କରଙ୍କ ଅପରାଧିକ ମାମଲାର ତଥ୍ୟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି…

ତେରେଛା ବାଣ ମାରି ମଞ୍ଜକଥା କହିଦେଲେ ତଥାଗତ

ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କହିବା ପରେ ତେରେଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ସତପଥି। ସେ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ‘Tooooo late’। ଏକ ନ୍ୟୁଜ୍ କ୍ଲିପ୍ ସହ Tooooo late ଲେଖିଛନ୍ତି…

ତୀର୍ଥଯାତ୍ରୀ ବସ ଓଲଟି ୨୧ମୃତ, ୪୦ଆହତ

ଜମ୍ମୁରେ ବଡ଼ ଧରଣର ବସ ଦୁର୍ଘଟଣା ଘଟିଛି । ଜମ୍ମୁର ଅଖନୁର ଚୁଙ୍ଗି ଅଞ୍ଚଳ ଘାଟିରେ ବସ୍ ଖସି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି…

ବିଜେଡିକୁ ପାଠ ପଢ଼ାଇଲେ ଅଶ୍ୱିନୀ ବୈଷ୍ଣବ

ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଜେଡି ମିଛ ପଦାରେ ପକାଇଛନ୍ତି ଅଶ୍ୱିନୀ। ସୋସିଆଲ ମିଡିଆ ଏକ୍ସରେ କିଛି ତଥ୍ୟ ପୋଷ୍ଟ କରି ଲେଖିଛନ୍ତି ବିଜେଡି କହୁଛି ଓଡ଼ିଶାରେ ଟେଲି ସଂଯୋଗ ଖରାପ ରହିଛି ହେଲେ ବାସ୍ତବ ସତ…

ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ : ୨ଟା ୩୦ ସୁଦ୍ଧା ୪୬ ଟପିଲା ପାରଦ

ପୁଣି ଆଜି ରାଜ୍ୟରେ ଅସହ୍ୟ ତାତି। ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ତାପମାତ୍ରା ୩୧ ଡିଗ୍ରୀ ଥିବା ବେଳେ ଆର୍ଦ୍ରତା ୮୭%…