Day: 5 April 2026

Tender for Kathajodi Bridge: କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ ଭବନଠାରେ ଆୟୋଜିତ ପ୍ରେସ ସମ୍ମୀଳନୀରେ କାଠଯୋଡ଼ି ଟେଣ୍ଡରକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ଭାବରେ ସମାଲୋଚନା କରାଯାଇଥିଲା । ପ୍ରାୟ ୨୦୦ କୋଟିର କାଠଯୋଡ଼ି ସେତୁ ପ୍ରକଳ୍ପକୁ ଏସପିଏସ୍ କନଷ୍ଟ୍ରକ୍ସନ୍ କମ୍ପାନୀକୁ…

Weather Updates: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା; ଯାତାୟାତ ବାଧାପ୍ରାପ୍ତ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖି ବର୍ଷା ପବନ ସହ ଘଡଘଡି ଦେଖିବାକୁ ମିଳିଛି । ପୁରୀ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ, କଟକ ବାଙ୍କୀ, କୋଦଳା-ଖଲ୍ଲିକୋଟରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇଛି । ପବନ କାରଣରୁ କିଛି…

Clarification on Palasa–Ichchapuram Shifting: ପଲାସା-ଇଚ୍ଛାପୁରମ୍ ସେକ୍ସନ ଓଡିଶାରୁ ଅଲଗା ହେବା ନେଇ ରେଳ ମନ୍ତ୍ରାଳୟର ସ୍ପଷ୍ଟୀକରଣ

ଦକ୍ଷିଣ ତଟ ରେଳପଥ (SCoR)କୁ କିଛି ଷ୍ଟେସନ ସ୍ଥାନାନ୍ତରକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ, ଭାରତୀୟ ରେଳ ମନ୍ତ୍ରାଳୟ ଏକ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରି କହିଛି ଯେ ଏହି ପଦକ୍ଷେପ ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କରିବ ନାହିଁ । ଦକ୍ଷିଣ…

Open Sale of LPG Cylinders: ରାଜ୍ୟରେ ବନ୍ଦ ହେଲା ୫ କେଜି ଗ୍ୟାସ ବିକ୍ରି; ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ମଧ୍ୟରେ ରାଜ୍ୟରେ ଗ୍ୟାସ କଳାବଜାରୀକୁ ରୋକିବା ପାଇଁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ୫ କେଜି ଗ୍ୟାସ ବିକ୍ରି କୁ ଅନୈତିକ କହିଛନ୍ତି ଯୋଗାଣ ମନ୍ତ୍ରୀ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି…

Mukhyamantri Annapurna Yojana: ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୫ କେଜି ଅତିରିକ୍ତ ଚାଉଳ

ରାଜ୍ୟରେ ଖାଉଟୀଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ, ରାଜ୍ୟ ସରକାର ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ‘ଜାତୀୟ ଖାଦ୍ୟ ସୁରକ୍ଷା…

Quota Hike in Odisha in Higher Education: ମେଡିକାଲ ଓ ବୈଷୟିକ ଶିକ୍ଷାରେ ବଢ଼ିଲା ସଂରକ୍ଷଣ

ଶିକ୍ଷାନୁଷ୍ଠାନରେ ବଢ଼ିଲା ସଂରକ୍ଷଣ ସିଟ୍‌ ସଂଖ୍ୟା । ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର…

Earthquake in Koraput: ବିଳମ୍ବିତ ରାତିରେ ଥରିଲା କୋରାପୁଟ ଜିଲ୍ଲା

ଭୂମିକମ୍ପରେ ଥରିଲା କୋରାପୁଟ। କେହି କିଛି ବୁଝିବା ଆଗରୁ ପ୍ରାୟ ପ୍ରାୟ ୬ ରୁ ୮ ସେକେଣ୍ଡ ପାଇଁ କୋରାପୁଟବାସୀଙ୍କୁ ଦୋହଲାଇ ଦେଇଥିଲା ଭୂକମ୍ପ। ରାତି ୧୧ଟା ୩୧ ମିନିଟ୍‌ରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ। ରିକ୍ଟର ସ୍କେଲ୍‌ ଅନୁସାରେ ୪.୪…