Day: 19 April 2026

Attempted Murder on Tahasildar: ବ୍ୟାସନଗର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା, ୭ ଗିରଫ

ବେଆଇନ ଖଣି କାର୍ଯ୍ୟ ଉପରେ ଚଢାଉ ସମୟରେ ଓଡିଶାର ଯାଜପୁର ଜିଲ୍ଲାର ବ୍ୟାସନଗରର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୭ ଗିରଫ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ବେଆଇନ ମାଟି…

Heat Wave in Odisha: ରାଜ୍ୟରେ ଅସମ୍ଭାଳ ତାତି; ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା

ରାଜ୍ୟରେ ଅସହ୍ୟ ହେଲାଣି ତାତି। ଗୁଳିଗୁଳି ଏବଂ ଗରମରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ତେବେ ଆଗକୁ ଏହି ସ୍ଥିତି ଆହୁରି ଅସମ୍ଭାଳ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଗାମୀ ସପ୍ତାହରେ ତାପମାତ୍ରାରେ ଆହୁରି ୩ରୁ ୪ ଡିଗ୍ରୀ ସେଲସିୟସ୍…

Femina Miss India: ଗୋଆର ‘ସାଧ୍ବୀ ସତୀଶ ସାଇଲ’ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୨୬

ଭୁବନେଶ୍ଵରର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ୬୧ତମ ଫେମିନା ମିସ୍ ଇଣ୍ଡିଆ ୨୦୨୬ର ଗ୍ରାଣ୍ଡ ଫିନାଲେ । ଭାରତର ଇତିହାସରେ ପ୍ରଥମ କରି ଏକ ବିଶ୍ୱବିଦ୍ୟାଳୟ ପରିସରରେ ମିସ୍ ଇଣ୍ଡିଆ ଭଳି ଏକ ବଡ଼ ଜାତୀୟ ସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତା…