Day: 30 April 2026

Exit Poll: ତାମିଲନାଡୁ, ଆସାମ, କେରଳରେ କାହାର ହେବ ସରକାର ?

ତାମିଲନାଡୁରେ ଏଥର ରେକର୍ଡ ସଂଖ୍ୟକ ମତଦାନ (ପ୍ରାୟ ୮୪.୭%) ହୋଇଛି । ଏଗଜିଟ୍ ପୋଲ୍ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ (DMK) ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବା ସମ୍ଭାବନା ଅଧିକ । ଅନ୍ୟପଟେ, ଏଆଇଏଡିଏମକେ (AIADMK) ଏବଂ…