ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଶିବ ଶଙ୍କରଙ୍କ ତଥ୍ୟ ମାଗିଲେ ହାଇକୋର୍ଟ। ଆଜି ହାଇକୋର୍ଟରେ ଶିବ ଶଙ୍କର ଦାଶଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ଶିବ ଶଙ୍କରଙ୍କ ଅପରାଧିକ ମାମଲାର ତଥ୍ୟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କେସ୍‌ ଡାଏରୀ ସହ ଅପରାଧିକ ମାମଲାର ତଥ୍ୟ ଦେବାକୁ ଦେଇଛନ୍ତି ନିର୍ଦ୍ଦେଶ।ଗୋଷାଣୀ ନୂଆଗାଁ ପୋଲିସକୁ ଏହି ସମସ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

By Nirvay

Leave a Reply

Your email address will not be published. Required fields are marked *