ଭୟଙ୍କର ଭୂସ୍ଖଳନ, ୨୨ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରବଳ ବର୍ଷା ପରେ ଭୟଙ୍କର ଭୂସ୍ଖଳନ । ନଦୀ କୂଳ ଲଙ୍ଘିବାରୁ କେନ୍ଦ୍ରୀୟ ଭେନଜୁଏଲାରେ ବ୍ୟାପକ ଭୂସ୍ଖଳନ ହୋଇଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି ।…

ଆଜିଠୁ ଗଜଲକ୍ଷ୍ମୀ ପୂଜା, ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା

ନିର୍ଭୟ ମିଡ଼ିଆ : ଢେଙ୍କାନାଳ/ କେନ୍ଦ୍ରାପଡ଼ା : ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା । ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ଏହି ୨ ଜିଲ୍ଲା ବେଶ୍‌ ଉତ୍ସବମୁଖର ହୋଇଉଠିଛି । ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସମେତ…

ଭିଡ଼ ଯୋଗୁ ଅତିଷ୍ଠ ଯାତ୍ରୀ ଟ୍ରେନ୍‌କୁ ଅଟକାଇଦେଲେ

ନିର୍ଭୟ ମିଡ଼ିଆ : ଭଦ୍ରକ : ଟ୍ରେନ୍‌ ଜାମ୍‌ଥିବାରୁ ଅତିଷ୍ଠ ହେଲେ ଯାତ୍ରୀ । ନିଜ ଲକ୍ଷ୍ୟପଥରେ ଯିବାକୁ ଟ୍ରେନ୍‌ଚଢ଼ି ନ ପାରିବାରୁ ଉତ୍ତ୍ୟକ୍ତ ଯାତ୍ରୀ ଟ୍ରେନ୍‌କୁ ଅଟକାଇଦେଲେ । ବାଲେଶ୍ୱର -ଭୁବନେଶ୍ୱର ମେମୁ ଟ୍ରେନକୁ ଆଜି ସକାଳୁ ଦୁଲାଖାପାଟଣା ଷ୍ଟେସନରେ…

ଜମିରେ ପାଣି ମଡ଼ାଉଥିଲେ ଚାଷୀ, ମାରିଲା କରେଣ୍ଟ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ନିଜ ଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଖି ବୁଜିଛନ୍ତି ଚାଷୀ । ହେଲେ ପରିବାର ଲୋକେ ହତ୍ୟା ଅଭିଯୋଗ ପରି ସଙ୍ଗୀନ ଆରୋପ ଲଗାଇଛନ୍ତି । ଏପରି ଏକ…

ମୋକିମଙ୍କୁ ଆଶ୍ୱସ୍ତି: ଜାମିନ ମଞ୍ଜୁର, ୧୩ରେ ପରବର୍ତ୍ତୀ ଶୁଣାଣି

ନିର୍ଭୟ ମିଡ଼ିଆ : କଟକ : ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍‌ଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏମ୍‌ଡି ତଥା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦ୍ୱାରା ହୋଇଥିବା ଦଣ୍ଡାଦେଶ ବିରୋଧରେ ମୋକିମ ହାଇକୋର୍ଟଙ୍କ…

ଉତ୍ତର ପ୍ରଦେଶରେ ବନ୍ୟା ପରିସ୍ଥିତି ,ଗଲାଣି ୩୪ ଜୀବନ

ଏଜେନ୍ସୀ : ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଉଦ୍‌ବେଗନକ ରହିଛି । ବନ୍ୟାରେ ପ୍ରାୟ ଏଯାବତ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜଧାନୀ…

ମୁଲାୟମ ସିଂହଙ୍କ ପରଲୋକ

ଏଜେନ୍ସୀ : ଲକ୍ଷ୍ନୌ : ଆଉନାହାନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି । କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା…

ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ୟ୍ୟବଂଶୀ ସୂରଜ ଧାମନଗରରୁ ଭାଜପା ପ୍ରାର୍ଥୀ

ନିର୍ଭୟ ମିଡିଆ : ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା । ବିଷ୍ଣୁ ସେଠୀଙ୍କ ପୁଅ ସୂର୍ୟ୍ୟବଂଶୀ ସୂରଜ ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି । ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି…

ଜଣେ ବ୍ୟକ୍ତିଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ

ନିର୍ଭୟ ମିଡିଆ : ଭଞ୍ଜନଗର : ହାତୀ ଘଉଡାଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେଲା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ବନାଞ୍ଚଳ କ୍ଷେତମୁଣ୍ଡଳୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପବିତ୍ର…

ରାଜଧାନୀବାସୀଙ୍କୁ ସିଏନଜି ଝଟକା

ଏଜେନ୍ସୀ : ନୂଆଦିଲ୍ଲୀ : ବଢ଼ିଲା ସିଏନଜି ଓ ପିଏନଜି ମୂଲ୍ୟ ବୃଦ୍ଧି। ରାଜଧାନୀରେ ସିଏନଜି ଦର କେଜି ପ୍ରତି ୩ଟଙ୍କା ବଢିଥିବା ବେଳେ ସିଏନଜି କିଲୋ ପ୍ରତି ୭୮.୬୧ରେ ପହଞ୍ଚିଛି। ସେହିପରି ଗୁରୁଗ୍ରାମରେ କିଲୋ ପିଛା ୮୬.୯୪ରେ ପହଞ୍ଚିଛି। ନୋଏଡା,…