ଭୁବନେଶ୍ୱର : ଇସ୍ତଫା ଦେବେ ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନବୀନ ପଟ୍ଟନାୟକ। ନବୀନ ହିଞ୍ଜିଳିରୁ ଜିତିଥଲେ ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଛନ୍ତି। ଏଥିସହ ବିଜେଡି ୪୯ ଭୋଟ ପାଇ ଭାଜପା ଠାରୁ ବିଧାସଭାରେ ପରାସ୍ତ ହୋଇଛି।

 

By SonaliP

Leave a Reply

Your email address will not be published. Required fields are marked *