ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଭାଜପା ଓଡ଼ିଶାରେ ରେକର୍ଡ ବିଜୟ ଦିଗରେ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ପାଇଁ ଦଳ ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଛି। କେବଳ ବିଧାନସଭା ନୁହେଁ ବରଂ ଲୋକ ସଭାରେ ମଧ୍ୟ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି ବିଜେପି। ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି। ମୋଟ ୨୧ ଲୋକସଭା ଆସନରୁ ୨୦ ଟା ଭାଜପା ଜିତି ସାରିଥିବା ବେଳେ ଗୋଟିଏ କୋରାପୁଟ ଆସନ କଂଗ୍ରେସ ହାତକୁ ଯାଇଛି।

Leave a Reply

Your email address will not be published. Required fields are marked *