ରାଜ୍ୟ ବିଜେପି ତାର ତିନି ଜଣ ପ୍ରାର୍ଥୀ ମାହାଙ୍ଗାରୁ ସାରଦା ପ୍ରଧାନ, ଧର୍ମଶାଳାରୁ ହିମାଂଶୁ ସାହୁ ଓ ବଡ଼ମ୍ବାରୁ ବିଜୟ ଦଳବେହେରାଙ୍କୁ ଟିକଟ ନ ଦେବାରୁ ସେମାନେ ଦଳ ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ତିନି ଜଣ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଜୟ ହାସଲ ମଧ୍ୟ କରିଛନ୍ତି । ଏବେ ଶୁଣିବାକୁ ମିଳୁଛି ଯେ, ଏହି ତିନି ଜଣ ଏବେ ବିଜେପିରେ ମିଶି ପାରନ୍ତି ।

By SonaliP

Leave a Reply

Your email address will not be published. Required fields are marked *