RBI refutes Gold Sale Claims, confirms 880.52 Tonnes in Reserve
ସାଇବର ଠକେଇରୁ ରକ୍ଷା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ କ୍ରାନ୍ତିକାରୀ ପଦକ୍ଷେପ ନେବାକୁ ଯାଉଛି । RBI ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ପାଇଁ ଗୋଟିଏ ଘଣ୍ଟାର ପଜ୍ ବା ବିରତି ବ୍ୟବସ୍ଥା ଯୋଡିବାକୁ ଚିନ୍ତା କରୁଛି ।
 
ନୂଆ ପଦକ୍ଷେପ ଅନୁଯାୟୀ, ଯଦି ଆପଣ ୧୦,୦୦୦ରୁ ଅଧିକ ଟଙ୍କା କାହାକୁ ପଠାଉଛନ୍ତି, ତେବେ ସେହି ଟଙ୍କା ତୁରନ୍ତ ଅପରପକ୍ଷର ଆକାଉଣ୍ଟକୁ ଯିବ ନାହିଁ । ଆପଣ ଯାହା ନିକଟକୁ ଟଙ୍କା ପଠାଇବେ, ଟଙ୍କା ସେହି ବ୍ୟକ୍ତିଙ୍କ ନିକଟକୁ ଯିବାକୁ ପ୍ରାୟ ୧ ଘଣ୍ଟାର ସମୟ ଲାଗିବ ।
 
ଯଦି ଆପଣ ଜାଣିପାରନ୍ତି ଯେ ଡିଜିଟାଲ ବ୍ୟାଙ୍କ ଠକେଇରେ ପଡି ଭୁଲ୍ ଜାଗାକୁ ଟଙ୍କା ପଠାଇଛନ୍ତି, ତେବେ ସେହି ୧ ଘଣ୍ଟା ମଧ୍ୟରେ ପେମେଣ୍ଟକୁ କ୍ୟାନସଲ କରିପାରିବେ ।

By Nirvay

Leave a Reply

Your email address will not be published. Required fields are marked *