PM Modi Calls Virtual Meet With CMs: ଆସନ୍ତା କାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ପଶ୍ଚିମ ଏସିଆ ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ବୈଠକରେ ପଶ୍ଚିମ ଏସିଆ ସଂକଟର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ରାଜ୍ୟଗୁଡିକର ଯୋଜନା…

Weather Updates: ଟ୍ୱିନସିଟିରେ କାଳବୈଶାଖୀର ତାଣ୍ତବ; କୁଆପଥର ମାଡ଼ ସହ ବର୍ଷା

ଟ୍ୱିନସିଟିରେ କାଳବୈଶାଖୀର ତାଣ୍ତବ । ଆଜି ଅପରାହ୍ଣ ପ୍ରାୟ ୫ ଟା ସମୟରେ କାଳବୈଶାଖୀ ତାର କରାଳ ରୂପ ଦେଖାଇଛି । କଟକ ଓ ଭୁବନେଶ୍ୱରରେ ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ବର୍ଷା ହୋଇଛି । କାଳବୈଶାଖୀର ପ୍ରଭାବରେ…

Puri Srimandir to Remain Closed: ଆସନ୍ତାକାଲି ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଆସନ୍ତାକାଲି ଶ୍ରୀରାମ ନବମୀ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଆସନ୍ତାକାଲି ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ସର୍ବସାଧାରଣ…

Guidelines Issued For Ram Navami: ରାମ ନବମୀ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ରାମ ନବମୀ ପାଇଁ କମିଶନରେଟ୍ ପୁଲିସର ଗାଇଡ୍‌ଲାଇନ୍‌ ଜାରି । ରାମ ନବମୀ ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କଠୋର ଗାଇଡଲାଇନ୍ ଜାରି କରାଯାଇଛି। ବାଇକ୍‌ ରାଲି ପାଇଁ ସ୍ପେଶାଲ ଗାଇଡ୍‌ଲାଇନ୍‌ ଜାରି ହୋଇଛି । ଗୋଟିଏ ବାଇକ୍‌ରେ…

Odisha Assembly: ୨ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ଗଲାଣି ୪୯୫୩ ଜଣଙ୍କ ଜୀବନ

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ୨ ବର୍ଷରେ ମଲେଣି ୪୯୫୩ । ସହାୟତା ରାଶି ପାଇବା ଅପେକ୍ଷାରେ ୪୬୭ ମୃତକଙ୍କ ପରିବାର । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଆଜି ଗୃହରେ…

India Vs Sri Lanka T20I At Barabati Stadium: ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍‌

ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ପୁଣି ବାରବାଟୀରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌। ୨୦୨୬-୨୭ ପାଇଁ ବିସିସିଆଇ ଖେଳସୂଚୀରୁ ସ୍ପଷ୍ଟ ହେଲା ବାରବାଟୀ ମ୍ୟାଚ୍‌ । ଭାରତ…

Road Accident Death In Odisha: ସଡ଼କ ଦୁର୍ଘଟଣାରେ ଦିନକୁ ଯାଉଛି ୧୮ ଜଣଙ୍କ ଜୀବନ

ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ହାରାହାରି ଦିନକୁ ଯାଉଛି ୧୮ ଜଣଙ୍କ ଜୀବନ। ଏହା ସହିତ ୩୦ ଜଣ ଆହତ ହେଉଛନ୍ତି । ୨୦୨୪ ତୁଳନାରେ ୨୦୨୫ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି…

Free Train Travel: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କୁ ମିଳିବ ମାଗଣା ରେଳ ସେବା

ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ବଡ଼ ଘୋଷଣା । କେନ୍ଦ୍ର ସରକାର ସ୍ଥଳସେନା, ନୌସେନା ଏବଂ ବାୟୁସେନାର ବୀରତ୍ୱ ପୁରସ୍କାର ବିଜେତାଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଜୀବନବ୍ୟାପୀ ମାଗଣା ଟ୍ରେନ ଯାତ୍ରା ଘୋଷଣା କରିଛନ୍ତି।…

MLA Salary Increase Bill Withdrawn: ବଢ଼ିବ ନାହିଁ ବିଧାୟକଙ୍କ ଦରମା

ବଢ଼ିବନି ବିଧାୟକଙ୍କ ଦରମା । ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ । ମନ୍ତ୍ରୀ, ବିଧାୟକ ଏବଂ ବାଚସ୍ପତିଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର କଲେ ରାଜ୍ୟ ସରକାର । ଦରମା ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ…

Odisha Excise Policy: ବଡ଼ଦାଣ୍ଡରେ ମଦ ବିକ୍ରି ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର

ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯ । ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି, କିମ୍ବା ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ…