ପଞ୍ଜାବ ଇଣ୍ଟେଲିଜେନ୍ସ ୱିଙ୍ଗରେ ହମଲା ପରେ ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ ଧମକ

ସୋମବାର ରାତିରେ ପଞ୍ଜାବର ମୋହାଲି ସ୍ଥିତ ଇଣ୍ଟେଲିଜେନ୍ସ ୱିଙ୍ଗର ମୁଖ୍ୟାଳୟ ଉପରେ ଖାଲିସ୍ଥାନୀ ସଂଗଠନ ଆକ୍ରମଣ କରିଥିବା ଜଣାପଡିଛି। ମୋହାଲିର ସେକ୍ଟର ୭୭ସ୍ଥିତ ମୁଖ୍ୟାଳୟ ଉପରେ ସୋମବାର ୭.୪୫ ସମୟରେ ଏହି ଆକ୍ରମଣ ହୋଇଥିଲା। ରକେଟରୁ ସେଠାରେ ଗ୍ରେନେଡ ନିକ୍ଷେପ କରାଯାଇଥିଲା।…

ଏସିଆ କପ ଆର୍ଚେରୀ ଭାରତକୁ ୩ ସ୍ୱର୍ଣ୍ଣ ସହ ୪ ମେଡ଼ାଲ

ଇରାକରେ ବର୍ତ୍ତମାନ ଚାଲିଛି ଏସିଆ କପ ଆର୍ଚେରୀ ପ୍ରତିଯୋଗିତା। ମଙ୍ଗଳବାର ଭାରତୀୟ ଦଳ ସକାଶେ ରହିଛି ସଫଳ ଦିନ। ତିନୋଟି ସ୍ୱର୍ଣ୍ଣ ସହ ମୋଟ ୪ ମେଡ଼ାଲ ଆସିଛି ଭାରତୀୟ ଦଳ ପାଖକୁ। କମ୍ପାଉଣ୍ଡ ଦଳ ମହିଳା ଦଳଗତ ଇଭେଣ୍ଟରେ ଭାରତ…

ଉବର କପ୍‌ : ଭାରତୀୟ ଦଳ ନକ୍‌ଆଉଟ୍‌ରେ ପ୍ରବେଶ କଲା

ପୁରୁଷ ଦଳ ନକ୍‌ଆଉଟ୍‌ରେ ପ୍ରବେଶ କରିବା ପରଦିନ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ ମଧ୍ୟ ଉଠିଛି ନକଆଉଟ୍‌ ପର୍ଯ୍ୟାୟକୁ। ସୋମବାର ଦିନ ଥୋମାସ୍‌ କପ୍‌ର ନକଆଉଟକୁ ଯିବାର ନିଶ୍ଚିତତା ଭାରତୀୟ ପୁରୁଷ ଦଳ କରିଥିଲା ବେଳେ ମଙ୍ଗଳବାର ଉବର କପ୍‌ ମୁକାବିଲାରେ…

ପ୍ରଶାନ୍ତ ଓ ଦିନେଶଙ୍କ ସ୍ମୃତିରେ ମୁକ୍ତେଶ୍ୱର କ୍ଳବର ଯୁବା କ୍ରିକେଟ

ରାଜ୍ୟର ଅନ୍ୟତମ ଅଗ୍ରଣୀ କ୍ରିକେଟ ଅନୁଷ୍ଠାନ ମୁକ୍ତେଶ୍ୱର କ୍ଳବ୍‌ ଏମାସ ୧୯ ରୁ ୨୭ତାରିଖ ପର୍ଯ୍ୟନ୍ତ ନିଜ ବିଜେବି ନଗର ସ୍ଥିତ ଖେଳ ପଡିଆରେ ଏକ ୧୬ବର୍ଷରୁ କମ୍‌ କ୍ରିକେଟ ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛି। ଗତବର୍ଷ କୋଭିଡରେ ଆକ୍ରାନ୍ତ ହୋଇ…

ଅଲିମ୍ପିକ୍‌ ଓ ଏସିଆନ ଗେମ୍ସରେ ମେଡ଼ାଲ ଜିତିଲେ ୟୁପିରେ ସରକାରୀ ଚାକିରି

ଯୋଗୀ ଆଦିତ୍ୟନାଥ ସରକାର ମଙ୍ଗଳବାର ଦିନ ଖେଳ ଓ ଖେଳାଳିଙ୍କ ଲାଗି ବଡ଼ ନିଷ୍ପତ୍ତି ନେଇଛି। ଉତ୍ତର ପ୍ରଦେଶ ସରକାର ନିଶ୍ଚିତ କରିଛନ୍ତି ଯେ, ଅଲମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସିଆନ ଗେମ୍ସରେ ଉତ୍ତର ପ୍ରଦେଶର ଯେଉଁ ଖେଳାଳିମାନେ ପଦକ ଜିତିବେ…

ସେପ୍ଟେମ୍ବର ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌

ଆସନ୍ତା ଆଇସିସି ଟି-୨୦ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟି-୨୦ ସିରିଜ ଘରେ ଖେଳିବାକୁ ଯାଉଛି। ସେପ୍ଟେମ୍ବର ମାସରେ ତିନୋଟି ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଭାରତରେ ହେବ। ଆୟୋଜକ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ପୂର୍ବରୁ ଭାରତ…

‘ମିଷ୍ଟର ଆଣ୍ଡ ମିସେସ ମାହି’ରେ ରାଜକୁମାର ଓ ଜାହ୍ନବୀ

ରାଜକୁମାର ରାଓ ଏବଂ ଜାହ୍ନବୀ କୁପର ନିଦେ୍ର୍ଦଶକ ଶରଣ ଶର୍ମାଙ୍କ କ୍ରିକେଟ ଉପରେ ଆଧାରିତ ଫିଲ୍ମରେ ନଜର ଆସିବେ ବୋଲି ବେଶ୍‌ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମର ଶୀର୍ଷକ ‘ମିଷ୍ଟର ଆନ୍ଦ ମିସେଜ୍‌ ମାହୀ’ ରଖାଯାଇଛି।…

୧୧ ବର୍ଷ ପରେ ବଡ଼ପରଦାକୁ ଫେରୁଛନ୍ତି ଶର୍ମିଲା

ନିଜର ସୁନ୍ଦରତା ଏବଂ ଅଭିନୟରେ ବଲିଉଡରେ ରାଜ କରିଥିବା ବିଗତ ଦିନର ଅଭିନେତ୍ରୀ ଶର୍ମିଲା ଟାଗୋର ବଲିଉଡକୁ ବହୁ ଫିଲ୍ମ ଭେଟି ଦେଇସାରିଛନ୍ତି। ଏବେ ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ସେ ହିନ୍ଦୀ ସିନେମା ଜଗତରେ ଦ୍ୱିତୀୟ ଇନିଂସ୍‌…

ଆଉ କରିବିନି ହିନ୍ଦୀ ଫିଲ୍ମ -ସାଉଥ ସୁପରଷ୍ଟାର ମହେଶ ବାବୁ

ମୁମ୍ୱାଇ: ବଲିଉଡ ଅଫର କୁ ସିଧା ସିଧା ନାମଞ୍ଜୁର କଲେ ସାଉଥ ସୁପରଷ୍ଟାର ମହେଶ ବାବୁ। ସାଉଥ ଇଣ୍ଡଷ୍ଟ୍ରିର ଏହି ଲୋକ ପ୍ରିୟ ଅଭିନେତାଙ୍କୁ କିଏ ବା ନଚିହ୍ନେ। ତାଙ୍କ ଅଭିନୟର ଯାଦୁରେ ମତୁଆଲା ଦର୍ଶକ। ଏବେ କିନ୍ତୁ ଦର୍ଶକ ମାନଙ୍କ…

ଶିକ୍ଷା ର କୌଣସି ବୟସ ସୀମା ନଥାଏ ୮୭ ବର୍ଷ ବୟସରେ ଦ୍ୱାଦଶ ଶ୍ରେଣୀ ପାସ୍‌

ନୂଆଦିଲ୍ଲୀ: ୮୭ ବର୍ଷ ବୟସରେ ଦ୍ୱାଦଶ ଶ୍ରେଣୀ ପାଶ କରିଛନ୍ତି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା। ତାଙ୍କ ମତରେ ଶିକ୍ଷା ର କୌଣସି ବୟସ ସୀମା ନଥାଏ ‘ଏଜ୍‌ ଇଜ୍‌ ଜଷ୍ଟ ଏ ନମ୍ବର’। ସୋମବାର ଦିନ ହରିଆଣାର…