Day: 24 August 2026

Heavy Rain Alert in Odisha: ଓଡ଼ିଶାରେ ଆହୁରି ସପ୍ତାହେ ପ୍ରବଳ ବର୍ଷା ସମ୍ଭାବନା: କଟକ, ଅନୁଗୁଳ ସହ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ବର୍ଷା ଲାଗିରହିବ। ପ୍ରବଳରୁ…

Vigilance Raid at Naugaon SRA’s House: ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘରେ ଭିଜିଲାନ୍ସ; ୬ଟି ସ୍ଥାନରେ ଚାଲିଛି ଚଢ଼ଉ

ଜଗତସିଂହପୁର ଜିଲ୍ଲା ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଏକାକାଳୀନ ୬ଟି ସ୍ଥାନରେ ଏହି ରେଡ୍‌ ଜାରି ରହିଛି। ୬ଟି ସ୍ଥାନଗୁଡ଼ିକ…