Day: 3 August 2026

Rituals Disrupted at Lingaraj Temple: ଶ୍ରାବଣ ପ୍ରଥମ ସୋମବାରରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଶ୍ରାବଣ ପ୍ରଥମ ସୋମବାରରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଟଙ୍କା ଭାଗବଣ୍ଟାକୁ ନେଇ ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦରୁ ନେଇ ନୀତିକାନ୍ତି ବନ୍ଦ ହୋଇଥିବା ଜଣାପଡ଼ିଛି । ବିନା ପୂଜାରେ ଜଳଲାଗି କରୁଛନ୍ତି ଭକ୍ତ। କଡ଼ା ସୁରକ୍ଷା ଭିତରେ ଯାଇ…