ବିହାର ବାଙ୍କିପୁର ଉପନିର୍ବାଚନ ଜିତିଲେ ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର । ବାଙ୍କିପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ନୀରଜ କୁମାର ସିହ୍ନାଙ୍କୁ ୧୯,୦୦୦ରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ପ୍ରଶାନ୍ତ କିଶୋର। ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ନୀତିନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବାଙ୍କିପୁର ଆସନଟି ଖାଲି ପଡ଼ିଥିଲା । ଗତ ଜୁଲାଇ ୩୦ ତାରିଖରେ ଏହି ଆସନ ପାଇଁ ମତଦାନ ହୋଇଥିବା ବେଳେ ଅଗଷ୍ଟ ୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଛି । Post navigation Vigilance Nabs Traffic Inspector: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଟ୍ରାଫିକ ଇନ୍ସପେକ୍ଟର