Tag: Bankipur bypoll

Bankipur By-Election: ବିହାର ବାଙ୍କିପୁର ଉପନିର୍ବାଚନ ଜିତିଲେ ପ୍ରଶାନ୍ତ କିଶୋର

ବିହାର ବାଙ୍କିପୁର ଉପନିର୍ବାଚନ ଜିତିଲେ ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର । ବାଙ୍କିପୁର ଉପନିର୍ବାଚନରେ ​​ବିଜେପି ପ୍ରାର୍ଥୀ ନୀରଜ କୁମାର ସିହ୍ନାଙ୍କୁ ୧୯,୦୦୦ରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ପ୍ରଶାନ୍ତ କିଶୋର। ବିଜେପିର ରାଷ୍ଟ୍ରୀୟ ସମ୍ପାଦକ…