ରାଉରକେଲା ଓ ଝାଡ଼ଖଣ୍ଡ ପୋଲିସର ମିଳିତ ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କେ. ବଲାଙ୍ଗ ଥାନା ନିକଟସ୍ଥ ଜଙ୍ଗଲରେ ଚାଲିଥିବା କୋମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ମାଓ ବିସ୍ଫୋରକ ଓ ମାରାତ୍ମକ ମାରଣାସ୍ତ୍ର ଜବତ କରାଯାଇଛି। ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା AK-47 ରାଇଫଲ, ଆଇଇଡି ସମେତ ଅନେକ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଛି ପୋଲିସ।

Leave a Reply

Your email address will not be published. Required fields are marked *