Day: 24 August 2026

Odisha Launches Auto-Appeal System: ଓଡ଼ିଶାରେ ଲାଗୁ ହେଲା ‘ଆଟୋ ଅପିଲ୍ ସିଷ୍ଟମ୍’; ସେବାରେ ବିଳମ୍ବ ହେଲେ ଦଣ୍ଡ ଗଣିବେ ଅଫିସର

ସାଧାରଣ ନାଗରିକଙ୍କୁ ସମୟସୀମା ମଧ୍ୟରେ ସରକାରୀ ସେବା ଯୋଗାଇଦେବା ଏବଂ ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ‘ଓଡ଼ିଶା ଜନସେବା ଅଧିକାର ଆଇନ (ORTPSA) ଅଧୀନରେ ରାଜ୍ୟ ସାଧାରଣ…

Landslide on NH-520 in Keonjhar: ଲଗାଣ ବର୍ଷା ଯୋଗୁଁ NH-520 ଘାଟିରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ୫୨୦ ନମ୍ବର ଜାତୀୟ ରାଜପଥ ରୁଗୁଡ଼ି ଥାନା ଅନ୍ତର୍ଗତ ବାରବାଙ୍କ ଘାଟିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଲଗାଣ ବର୍ଷା ଯୋଗୁଁ ପାହାଡ଼ର ଗୋଟିଏ ପାର୍ଶ୍ୱ ଧସିଯାଇ ମାଟି, ପଥର ଓ ଅବଶେଷ…

Heavy Rain Alert in Odisha: ଓଡ଼ିଶାରେ ଆହୁରି ସପ୍ତାହେ ପ୍ରବଳ ବର୍ଷା ସମ୍ଭାବନା; ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ବର୍ଷା ଲାଗିରହିବ। ପ୍ରବଳରୁ…

Vigilance Raid at Naugaon SRA’s House: ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘରେ ଭିଜିଲାନ୍ସ; ୬ଟି ସ୍ଥାନରେ ଚାଲିଛି ଚଢ଼ଉ

ଜଗତସିଂହପୁର ଜିଲ୍ଲା ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଏକାକାଳୀନ ୬ଟି ସ୍ଥାନରେ ଏହି ରେଡ୍‌ ଜାରି ରହିଛି। ୬ଟି ସ୍ଥାନଗୁଡ଼ିକ…