ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଅପଶବ୍ଦ ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଲ ମାଗନ୍ତୁ: ଭକ୍ତ ଦାସ November 9, 2025 Papirani
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଏଆଇର ଦୁରୁପଯୋଗ ନେଇ ସାଇବର ଏସିପିଙ୍କୁ ଏତଲା ଦେଲା ବିଜେପି ପ୍ରତିନିଧିମଣ୍ଡଳୀ November 9, 2025 Papirani
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଅପଶବ୍ଦ ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଲ ମାଗନ୍ତୁ: ଭକ୍ତ ଦାସ November 9, 2025 Papirani
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଏଆଇର ଦୁରୁପଯୋଗ ନେଇ ସାଇବର ଏସିପିଙ୍କୁ ଏତଲା ଦେଲା ବିଜେପି ପ୍ରତିନିଧିମଣ୍ଡଳୀ November 9, 2025 Papirani
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଉପନିର୍ବାଚନ ପାଇଁ ନୂଆପଡାରେ ଡେରା ପକାଇଛନ୍ତି ଛତିଶଗଡ ଗୁଣ୍ଡା: ବିଜେଡି November 9, 2025 Papirani
ତାଜା ଖବର ରାଜ୍ୟ CM Balasore Visit: ଆସନ୍ତା ୧୩ରେ ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 9, 2025 Papirani
ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦର ସହଯୋଗୀ ଗିରଫ September 27, 2022 ଏଜେନ୍ସୀ : ମୁମ୍ବାଇ : ମୁମ୍ବାଇ କ୍ରାଇମବ୍ରଞ୍ଚକୁ ମିଳିଛି ବଡ ସଫଳତା । କୁଖ୍ୟାତ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦର ଇବ୍ରାହିମର ଘନିଷ୍ଠ ସହଯୋଗୀ ରିୟାଜ ଭଟ୍ଟି ଗିରଫ ହୋଇଛି । ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ରିୟାଜକୁ…
ଭୁଲ୍ ସ୍ପେଲିଂ ପାଇଁ ଦଳିତ ଛାତ୍ରକୁ ପିଟି ମାରିଦେଲେ ଶିକ୍ଷକ! September 27, 2022 ଏଜେନ୍ସୀ : ଲକ୍ଷ୍ନୌ : ଭୁଲ୍ ସ୍ପେଲିଂ ଲେଖିବାରୁ ମିଳିଲା ଦଣ୍ଡ । ନିର୍ମମ ଭାବେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ପିଟିଲେ ଶିକ୍ଷକ । ଶିକ୍ଷକ ମାଡରେ ଗୁରୁତର ହୋଇ ଶେଷରେ ଆଖିବୁଜିଲା ୧୫ ବର୍ଷର ଦଳିତ ଛାତ୍ର । ଏଭଳି…
ବିଲ୍ଡିଂରେ ଲାଗିଗଲା ନିଆଁ , ପାଉଁଶ ହେଲା ଏଟିଏମ୍ September 27, 2022 ନିର୍ଭୟ ମିଡ଼ିଆ : ବାରିପଦା : ଆଖି ପିଛୁଳାକେ ଲାଗିଗଲା ନିଆଁ । ଦେଖୁ ଦେଖୁ ହୁତୁହୁତ ହୋଇ ଜଳିଲା ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂ । ଏହି ଅଗ୍ନିକାଣ୍ଡରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ କୌଣସି ଜୀବନହାନୀ ହୋଇ ନ ଥିବା…
ରାଜଧାନୀରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର ଶୋ’ ରୁମ୍ September 27, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପୁଣି ଥରେ ଇଲେକ୍ଟ୍ରି ସ୍କୁଟରର ନିରାପତ୍ତାକୁ ନେଇ ଉଠିଛି ପ୍ରଶ୍ନ । କିଛି ଦିନ ପୂର୍ବେ ହାଇଦ୍ରାବାଦରେ ଏକ ଇଲେକ୍ଟ୍ରି ସ୍କୁଟର ଶୋ’ ରୁମ୍ରେ ନିଆଁ ଲାଗି ପ୍ରାୟ ୭ ଜଣଙ୍କ ମୃତୁ୍ୟ ଘଟିଥିଲା…
ଅଚ୍ୟୁତାନନ୍ଦଙ୍କ ପୀଠ ମହାକଳ୍ପବଟର ବିଷର୍ଣ୍ଣ ରୂପ September 27, 2022 ନିର୍ଭୟ ମିଡ଼ିଆ : ସାଲେପୁର : କଟକ ଜିଲ୍ଲା ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଅସ୍ୱାଭାବିକ ଦୃଶ୍ୟ । ମହାପୁରୁଷଙ୍କ ଗାଦି ସମ୍ମୁଖରେ ଥିବା ମହାକଳ୍ପବଟ ଅଦିନରେ ପତ୍ରଝଡ଼ା ଦେଇଛି । ଏବେ ବର୍ଷା ଋତୁରେ କଅଁଳ ଛନଛନିଆ ପତ୍ରରେ ଭରପୁର…
ଘରୁ ମିଳିଲା ବାର ଆସୋସିଏସନର ପୂର୍ବତନ ସଭାପତି ରମେଶ ବଳଙ୍କ ଝୁଲନ୍ତା ମୃତଦେହ September 27, 2022 ନିର୍ଭୟ ମିଡ଼ିଆ : ରାଉରକେଲା : ରାଉରକେଲା ବାର ଆସୋସିଏସନର ପୂର୍ବତନ ସଭାପତି ରମେଶ ବଳଙ୍କର ସନେ୍ଦହଜନକ ମୃତ୍ୟୁ ହୋଇଛି । ଆଜି ଭୋରୁ ଭୋରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ରାଉଲକେଲା ଡେଲି ମାର୍କେଟସ୍ଥିତ ଶଶୁର ଘରୁ ରମେଶ…
ଥମୁନି ବିବାଦ: ସଚିନ ପାଇଲଟଙ୍କ ସପକ୍ଷରେ ଲାଗିଲା ହୋର୍ଡିଂ September 26, 2022 ଏଜେନ୍ସୀ : ଜୟପୁର : ରାଜସ୍ଥାନରେ ଆରମ୍ଭ ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ରାଜ୍ୟର ଦାୟିତ୍ୱ କାହାକୁ ମିଳିବ, ସେ ପ୍ରଶ୍ନ ଏବେ…
ଆଜାଦଙ୍କ ନୂଆ ଦଳର ନାମ ଡେମୋକ୍ରାଟିକ ଆଜାଦ ପାର୍ଟି September 26, 2022 ଏଜେନ୍ସୀ : ନୂଆଦିଲ୍ଲୀ : କଂଗ୍ରେସ ସହ ଦୀର୍ଘ ୫୦ ବର୍ଷର ସମ୍ପର୍କ ଚ୍ଚ୍ଥିନ୍ନ କରିଥିବା ଗୁଲାମ ନବୀ ଆଜାଦ ବିଧିବଦ୍ଧ ଭାବେ ନିଜର ନୂଆ ରାଜନୀତିକ ଦଳ ଗଠନ କରିଛନ୍ତି । ଆଜାଦଙ୍କ ନୂଆ ଦଳର ନାଁ ‘ଡେମୋକ୍ରାଟିକ ଆଜାଦ…
ହେଲିକପ୍ଟର କ୍ରାସରେ ୨ ମେଜରଙ୍କ ସମେତ ୬ ମୃତ September 26, 2022 ଏଜେନ୍ସୀ : ରାୱଲପିଣ୍ଡି : ପାକିସ୍ତାନ ଅଧୀନରେ ଥିବା ବାଲୋଚିସ୍ତାନରେ ଭୟଙ୍କର ଦୁର୍ଘଟଣା ଘଟିଛି । ପାକିସ୍ତାନ ସେନାର ଗୋଟିଏ ହେଲିକପ୍ଟର କ୍ରାଶ କରିଯିବାରୁ ୨ ମେଜେରଙ୍କ ସମେତ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି । ଏ ସମ୍ପର୍କରେ ଆଇଏସ୍ପିଆର…
ଆସିଲା ଧର୍ମେନ୍ଦ୍ର ସାହୁଙ୍କ ବ୍ୟବଚ୍ଛେଦ ରିପୋର୍ଟ September 26, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବିଜଦ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏବେବି ସସ୍ପେନ୍ସ ଲାଗି ରହିଥିବା ବେଳେ ଆସିଛି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ…