ପୁରୀରେ ଏନକାଉଣ୍ଟର । ଓଡ଼ିଶା ପୋଲିସର ସଂଗଠିତ ଅପରାଧ ବିରୋଧରେ ଚାଲିଥିବା ଅଭିଯାନ ଅନ୍ତର୍ଗତ ଏକ ବଡ଼ ସଫଳତାରେ ଆଜି ପୁରୀର ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସର ଏନକାଉଣ୍ଟରରେ ଆହତ ହୋଇଛି କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା ଓରଫ ଚନ୍ଦନ। ଚନ୍ଦନ ନାଁରେ ବିଭିନ୍ନ ଥାନାରେ ରହିଛି ୩୦ ମାମଲା । ଏକାଧିକ ହାଇୱେ ଲୁଟରେ ସାମିଲ ଥିଲା ଚନ୍ଦନ । ଏନକାଉଣ୍ଟରରେ ଆହତ ପରେ ଚନ୍ଦନକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। Post navigation TMC MP Abhishek Banerjee attacked; Mamata Banerjee meets him at Hospital RCB vs GT IPL 2026 Final: ଆଜି ଆଇପିଏଲ ୨୦୨୬ର ମହାସଂଗ୍ରାମ