ତାଜା ଖବର ରାଜ୍ୟ Police Encounter in Puri: ପୁରୀରେ ଏନକାଉଣ୍ଟର; କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା ଆହତ May 31, 2026 Papirani ପୁରୀରେ ଏନକାଉଣ୍ଟର । ଓଡ଼ିଶା ପୋଲିସର ସଂଗଠିତ ଅପରାଧ ବିରୋଧରେ ଚାଲିଥିବା ଅଭିଯାନ ଅନ୍ତର୍ଗତ ଏକ ବଡ଼ ସଫଳତାରେ ଆଜି ପୁରୀର ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସର ଏନକାଉଣ୍ଟରରେ ଆହତ ହୋଇଛି କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା ଓରଫ…
ତାଜା ଖବର ରାଜ୍ୟ Police Encounter in Bhubaneswar: ରାଜଧାନୀରେ ଡ୍ରଗ୍ସ ମାଫିଆକୁ ଏନ୍କାଉଣ୍ଟର୍ May 27, 2026 Papirani ରାଜଧାନୀରେ ଏନ୍କାଉଣ୍ଟର୍ । କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀକୁ ଏନ୍କାଉଣ୍ଟର୍ କଲା କମିଶନରେଟ୍ ପୋଲିସ୍ । ଇନ୍ଫୋ ଭ୍ୟାଲି ଥାନା ଅଂଚଳରେ ଡ୍ରଗ୍ସ ଡିଲ୍ ବେଳେ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍ ମାଝୀକୁ ଏନକାଉଣ୍ଟର୍ କରାଯାଇଛି ।…
ତାଜା ଖବର ଦେଶ Anti-Maoist Operation: ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର; ୬ ମାଓବାଦୀ ନିପାତ January 19, 2026 Papirani ଛତିଶଗଡ଼ ବିଜାପୁରରେ ସୁରକ୍ଷା କର୍ମୀଙ୍କ ବଡ଼ ସଫଳତା । ପୁଲିସ୍ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି। ମୃତ ନକ୍ସଲଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ…
ତାଜା ଖବର ଦେଶ Sukma Encounter: ସୁରକ୍ଷାବାହିନୀଙ୍କ ଗୁଳିରେ ୩ ମାଓବାଦୀ ସଫା December 18, 2025 Papirani ଛତିଶଗଡର ସୁକମା ଜିଲ୍ଲା ଗୋଲାପଲ୍ଳୀ ଜଙ୍ଗଲରେ ଏନକାଉଣ୍ଟର । ଶତାଧିକ ମାଓବାଦୀ ଲୁଚିଥିବା ବେଳେ ଡିଆରଜି ଯବାନଙ୍କ ଏନକାଉଣ୍ଟର। ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ମହିଳାଙ୍କ ସହିତ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ଆଧାରରେ,…
ତାଜା ଖବର ଦେଶ Encounter In Delhi: ଦିଲ୍ଲୀରେ ବଡ଼ ଏନକାଉଣ୍ଟର; ୪ ଗ୍ୟାଙ୍ଗଷ୍ଟର୍ ନିପାତ October 23, 2025 Papirani ଦିଲ୍ଲୀରେ ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ଏନ୍କାଉଣ୍ଟର। ଦିଲ୍ଲୀର ବାହାଦୂର ଶାହ ମାର୍ଗରେ ୪ ଜଣଙ୍କୁ ଏନ୍କାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନରେ ୪ ଅପରାଧୀ ନିପାତ ହୋଇଛନ୍ତି । ଦୀର୍ଘଦିନ ଧରି ପୋଲିସ…
ତାଜା ଖବର ଦେଶ ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ September 15, 2025 Papirani ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ । ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ନକ୍ସଲ ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁର ମୃତ ହୋଇଛି । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ…
ତାଜା ଖବର ଦେଶ ଅପରେସନ ମହାଦେବ: ପହଲଗାମ୍ ଆଟାକର ମାଷ୍ଟର ମାଇଣ୍ଡ୍ ହସିମ୍ ମୁସା ନିହତ July 28, 2025 Papirani ଜାମ୍ମୁ କାଶ୍ମୀର ପହଲଗାମର ଆତଙ୍କବାଦର ମାଷ୍ଟର ମାଇଣ୍ଡ ହାମିସ ମୁସା ନିପାତ । ଅପରେସନ୍ ମହାଦେବ ଜରିଆରେ ସେନା ଗୁଳିରେ ମାଷ୍ଟର ମାଇଣ୍ଡ ହାସିମ ମୁସା ନିହତ ହୋଇଥିବା ଜଣାପଡିଛି । ହାସିମ ମୁସାକୁ ଧରାଇଦେବାକୁ ଭାରତୀୟ ସେନା ୨୦ ଲକ୍ଷର…
ତାଜା ଖବର ଦେଶ ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୨ ମହିଳା ମାଓବାଦୀ ନିହତ June 26, 2025 Papirani ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ପୋଲିସ ଏନକାଉଣ୍ଟରେ ୨ ହାର୍ଡକୋର୍ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହା ସହ ସେଠାରେ ରାଇଫଲ୍, ବନ୍ଧୁକ ଓ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି ।…
ତାଜା ଖବର ରାଜ୍ୟ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ June 20, 2025 Papirani ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ । ଛତିଶଗଡ଼ କାଙ୍କେରରେ ଯବାନ-ମାଓବାଦୀ ଗୁଳି ବିନିମୟ। କାଙ୍କେର ଜଙ୍ଗଲରେ ୨ ମାଓବାଦୀଙ୍କ ମୃତ୍ୟୁ ସୂଚନା । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି…
ତାଜା ଖବର ରାଜ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଟପ୍ ମାଓବାଦୀ ନିହତ June 18, 2025 Papirani ପୋଲିସ ବଡ଼ ସଫଳତା। ପୋଲିସ ମାଓବାଦୀ ଗୁଳିବିନିମୟରେ ୩ ଟପ କ୍ୟାଡ଼ର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଏନକାଉଣ୍ଟର ରେ ସେଣ୍ଟ୍ରାଲ କମ୍ମିଟି ମେମ୍ବର ସମେତ…