ଓଡ଼ିଶାରେ ଲୋକେ କହୁଛନ୍ତି ୨୧ରୁ ୨୧ ଆସନ ଜିତିବ ବିଜେପି : ରାଜନାଥ

ରାୟଗଡାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଅନେକ ଥର ଓଡ଼ିଶା ଆସିଛି, କିନ୍ତୁ ଏଥର ମାହୋଲ ବଦଳିଲା ଭଳି । ଏଥର ୨୧ରୁ ୨୧ ଲୋକସଭା ସିଟ୍ ଜିତିବୁ ଓଡ଼ିଶାବାସୀ କହୁଛନ୍ତି ।…

ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆର ଶତାଧିକ କର୍ମଚାରୀ

ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆର ୩ଶହ କର୍ମଚାରୀ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତାଧିକ କ୍ରିଉ ମେମ୍ବର ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଅଛନ୍ତି । । ଅଧିକାଂଶ କ୍ରିଉ ସଦସ୍ୟଙ୍କ ମୋବାଇଲ ସୁଇଚ ଅଫ୍‌ । ଯାତ୍ରୀ ହଇରାଣ,…

ବ୍ରହ୍ମପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା,୫ ଗିରଫ

ବ୍ରହ୍ମପୁରରେ ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ । ୫ ଯୁବକଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ପୀଡ଼ିତା…

ବିଜେପି ସରକାର ଆସିଲେ ଦେଶରୁ ଗରିବୀ ହଟିବ : ରାଜନାଥ ସିଂ

ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରଭୁ ଜଗନ୍ନାଥ ମା ମାଣିକେଶ୍ୱରୀଙ୍କୁ ପ୍ରଣାମ କରି ସମ୍ବୋଧନ ଆରମ୍ଭ କଲେ । କହିଲେ କଂଗ୍ରେସର ଏତେ ବର୍ଷର ଶାସନ ପରେ…

ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢ଼ିଛି, ସରକାର ମୌନ କାହିଁକି : ବିଜେପି

ଭୁବନେଶ୍ୱର : ଆଜି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରେସମିଟ୍ ।ପ୍ରେସମିଟରେ ବିଜେଡି ସରକାରଙ୍କ ବିରୋଧରେ ବର୍ଷିଲା ବିଜେପି । ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢିଛି, ସରକାର ମୌନ କାହିଁକି ବୋଲି ସେ ପ୍ରଶ୍ନ…

ଆଜି ଓଡିଶା ଆସୁଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତା । ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ…

ରାଜ୍ୟରେ ଅଂଶୁଘାତ ନେଲାଣି ୩ ଜୀବନ,୭୮୬ ଜଣ ଆକ୍ରାନ୍ତ

ରାଜ୍ୟରେ ଖରା ଗରମ ସାଙ୍ଗକୁ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮୬ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି।ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ। ୩…

ଆଜି ୬ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଆଜି ସନ୍ଧ୍ୟା ୬ ପରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଆଜି ବୈଶାଖ ମାସ ଅମାବାସ୍ୟା ହୋଇଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ହେବ । ଏହି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ସାଧାରଣ ଦର୍ଶନ…

୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ , ୬୧.୪୫% ମତଦାନ

ଭାରତର ନିର୍ବାଚନ ଆୟୋଗ ଅନୁଯାୟୀ ଲୋକସଭା ନିର୍ବାଚ୨୦୨୪ର ପର୍ଯ୍ୟାୟ ୩ ରେ ଆଜି ରାତି ୮ ଟା ପର୍ଯ୍ୟନ୍ତ ୬୧.୪୫% ଆନୁମାନିକ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଛି। ଆଜି ୩ୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସନ୍ଧ୍ୟା…

ଓଡ଼ିଶାରେ “ଭ୍ରଷ୍ଟାଚାରୀ”ଙ୍କ ପେଣ୍ଠସ୍ଥଳ ପାଲଟିଛି ନବୀନ ଶାସନ: ସଜ୍ଜନ ଶର୍ମା

ଭୁବନେଶ୍ୱର, ତା.୦୭/୦୫: ନିର୍ବାଚନ ମାହୋଲ ଏବେ ଗରମା ଗରମ ହେବା ଆରମ୍ଭ କରିଛି । ସାଧାରଣତଃ ନିର୍ବାଚନ ସମୟରେ ଯେଉଁ ରାଜନୈତିକ ଦଳ ସରକାରରେ ଥାଏ ସେ ବିଗତ ୫ବର୍ଷରେ କ’ଣ କରିଛି ତାହା ଉପସ୍ଥାପିତ କରେ । ଲୋକଙ୍କ ପ୍ରତିଶ୍ରୁତି…