ରାଜ୍ୟରେ ଖରା ଗରମ ସାଙ୍ଗକୁ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮୬ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି।ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ। ୩ ମୃତଙ୍କ ମଧ୍ୟରୁ ଜଣେ

ଢେଙ୍କାନାଳର , ଜଣେ ବାଲେଶ୍ବର ଓ ମୟୂରଭଞ୍ଜର ବୋଲି ଜଣା ପଡିଛି। ତେବେ ବେସରକାରୀ ଭାବେ ରାଜ୍ୟରେ ଅଂଶୁଘାତରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି, ଏନେଇ ତଦନ୍ତ ବି ଚାଲିଛି।

By Nirvay

Leave a Reply

Your email address will not be published. Required fields are marked *