ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ୭ ବର୍ଷର କାର୍ଯ୍ୟକାଳର ସଫଳତା ଓ ବିବରଣୀ ସମ୍ପର୍କରେ ୬୦ ପୃଷ୍ଠାର ରିପୋର୍ଟ କାର୍ଡ଼ ଜାରି କରିଛନ୍ତି। ଏହି ରିପୋର୍ଟ କାର୍ଡ଼ ମାଧ୍ୟମରେ ସେ ନିଜ ସଂସଦୀୟ କ୍ଷେତ୍ରରେ କରିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଜନସାଧାରଣଙ୍କ ସମ୍ମୁଖରେ ରଖିଛନ୍ତି। Post navigation Devastating Flash Flood in Bhote Koshi River in Nepal Claims 8 Lives, Dozens Missing Odisha Floods: ରାଜ୍ୟରେ ବନ୍ୟା ପରିସ୍ଥିତି: ୧୦ ଜିଲ୍ଲାର ୧୩.୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ