Tag: Bhubaneswar MP

BBSR MP Presents Performance Report Card: ୭ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ୭ ବର୍ଷର କାର୍ଯ୍ୟକାଳର ସଫଳତା ଓ ବିବରଣୀ ସମ୍ପର୍କରେ ୬୦ ପୃଷ୍ଠାର ରିପୋର୍ଟ କାର୍ଡ଼ ଜାରି କରିଛନ୍ତି। ଏହି ରିପୋର୍ଟ କାର୍ଡ଼ ମାଧ୍ୟମରେ ସେ ନିଜ ସଂସଦୀୟ କ୍ଷେତ୍ରରେ କରିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର…