ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ସୁବାସ ଭୋଇକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କୁ ମାଡ଼ ମାରିବା ସହ ତାଙ୍କ ହାତ ଓ ଗୋଡ଼ ବାନ୍ଧିବାରେ ମଧ୍ୟ ସେ ସକ୍ରିୟ ଭୂମିକା ନେଇଥିବା ତଦନ୍ତରୁ ସାମ୍ନାକୁ ଆସିଛି। ଏହାପରେ ଗିରଫଦାରୀଙ୍କ ସହ ୨୦ରେ ପହଞ୍ଚିଛି। Post navigation Ayodhya Bar Association issues ultimatum to Ram Mandir Trust Officials Gajanana Besha: ଗଜାନନ ବେଶରେ ଝଲସିଲେ ମହାପ୍ରଭୁ