ତାଜା ଖବର ରାଜ୍ୟ Soumya Murder Case: ସୌମ୍ୟ ହତ୍ୟା ମାମଲା: ତଦନ୍ତ ପାଇଁ ଝାରପଡ଼ା ଜେଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ July 7, 2026 Papirani ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ତଦନ୍ତ ପାଇଁ ଝାରପଡ଼ା ଜେଲରେ ପହଞ୍ଚିଲେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ମାମଲାର ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ଏବେ ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବ। ଗିରଫ ହୋଇଥିବା ୨୦ ଅଭିଯୁକ୍ତଙ୍କୁ ଜେଲ ଭିତରେ…
ତାଜା ଖବର ରାଜ୍ୟ Balianta Murder Case: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା; ସାଙ୍ଗ ଓମ୍ଙ୍କ ହେଲା ଲାଏ ଡିଟେକ୍ସନ ଟେଷ୍ଟ July 3, 2026 Papirani ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ ରାଉତଙ୍କର ହୋଇଛି ଲାଏ ଡିଟେକ୍ସନ୍ (ମିଛଧରା) ପରୀକ୍ଷା। ତଦନ୍ତ ସଂସ୍ଥା କୋର୍ଟରୁ ଅନୁମତି ପାଇବା ପରେ ଭୁବନେଶ୍ୱରର ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (SFSL) ରେ କଡ଼ା…
ତାଜା ଖବର ରାଜ୍ୟ Balianta Soumya murder case: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା; ଆଉ ଜଣେ ଅଭିଯୁକ୍ତ ଗିରଫ June 29, 2026 Papirani ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ସୁବାସ ଭୋଇକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କୁ ମାଡ଼ ମାରିବା ସହ ତାଙ୍କ ହାତ ଓ ଗୋଡ଼ ବାନ୍ଧିବାରେ ମଧ୍ୟ ସେ ସକ୍ରିୟ ଭୂମିକା ନେଇଥିବା…
ତାଜା ଖବର ରାଜ୍ୟ Soumya Murder Case: ବାଲିଅନ୍ତା ସୋମ୍ୟ ହତ୍ୟା ମାମଲା; ଆସିଲା ପୋଷ୍ଟମର୍ଟମ ରିପୋର୍ଟ June 11, 2026 Papirani ବାଲିଅନ୍ତା ସୋମ୍ୟ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାର ପୋଷ୍ଟମର୍ଟମ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ମସ୍ତିଷ୍କରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ ସୌମ୍ୟଙ୍କ…
ତାଜା ଖବର ରାଜ୍ୟ Balianta Soumya Murder Case: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଏଯାବତ୍ ୩୦ ଜଣଙ୍କୁ ଜେରା June 6, 2026 Nirvay ବାଲିଅନ୍ତା ଅଞ୍ଚଳର ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିଛି କ୍ରାଇମବ୍ରାଞ୍ଚ । ଏଯାବତ୍ ମାମଲା ସହ ଜଡ଼ିତ ସନ୍ଦେହରେ ଥିବା ୩୦ ଜଣଙ୍କୁ ଜେରା କରାଯାଇସାରିଛି ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।…
ତାଜା ଖବର ରାଜ୍ୟ Soumya Murder Case: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆଉ ଜଣକୁ ଗିରଫ June 2, 2026 Papirani ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣା ଆଉ ଜଣେ ଗିରଫ। ଗିରଫ ଅଭିଯୁକ୍ତ ହେଲେ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଏହାପରେ ସୌମ୍ୟ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କ…