ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ ରାଉତଙ୍କର ହୋଇଛି ଲାଏ ଡିଟେକ୍ସନ୍ (ମିଛଧରା) ପରୀକ୍ଷା। ତଦନ୍ତ ସଂସ୍ଥା କୋର୍ଟରୁ ଅନୁମତି ପାଇବା ପରେ ଭୁବନେଶ୍ୱରର ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (SFSL) ରେ କଡ଼ା ସୁରକ୍ଷା ମଧ୍ୟରେ ଏହି ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ଦଳ ପରୀକ୍ଷା ପାଇଁ ୫୦ ରୁ ଅଧିକ ପ୍ରଶ୍ନ ପ୍ରସ୍ତୁତ କରିଥିଲା। ବିଶେଷଜ୍ଞ ଏବଂ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ପରୀକ୍ଷା କରାଯାଇଥିଲା। Post navigation Govt Holds Meeting to Tackle Urban Flooding; 10 Cities to Get Funds for Drainage Master Plan Ratha Jatra 2026: ଆସନ୍ତା ୬ ତାରିଖରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ