ପଶ୍ଚିମବଙ୍ଗ ଉପକୂଳରେ ଏକ ଗଭୀର ସମୁଦ୍ର ମାଛ ଧରା ଡଙ୍ଗା (ଟ୍ରଲର) ‘ଜୟ ମାଆ କାଳୀ’ ଓଲଟି ପଡିବା ଘଟଣାରେ ଉଦ୍ଧାର ହେଲା ଆଉ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ । ପଶ୍ଚିମବଙ୍ଗର ପାଥରପ୍ରତିମା ନିକଟ ସମୁଦ୍ରରୁ ଜାଲରେ ଛନ୍ଦି ହୋଇ ରହିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। Post navigation Puri Sevayat Attack On Commander: ଶ୍ରୀମନ୍ଦିରରେ କମାଣ୍ଡରଙ୍କୁ ଆକ୍ରମଣ କଲେ ଦତ୍ତ ମହାପାତ୍ର ସେବକ Ratha Jatra 2026: ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ; ସିଂହଦ୍ବାର ସାମ୍ନାରେ ଲାଗିଲା ତିନି ରଥ