ଜେଲରୁ ମୁକ୍ତି ହେବେ ଦାରା ସିଂ । ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମରେ ଦାରା ସିଂଙ୍କୁ ଜେଲ୍ରୁ ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ମୁକ୍ତି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ଦାରା ସିଂଙ୍କ ଓକିଲ ଏପି ସିଂ । ସେ କହିଛନ୍ତି ଯଦି ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ନ ଛାଡ଼ନ୍ତି, ତାହେଲେ ଅଗଷ୍ଟ୧୯ରେ ପୁଣି ଶୁଣାଣି ହେବ । Post navigation मध्य पूर्व युद्ध का असर: एक महीने के सबसे ऊंचे स्तर पर पहुंचा कच्चा तेल; प्रति बैरल $85 के पार Odisha Govt Makes Rate Chart Mandatory at All Medicine Stores