କଟକର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ବାଜି ମାରିଛି। କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଏହି ନିର୍ବାଚନରେ BCJD ପ୍ରାର୍ଥୀ ବିଶ୍ୱଜିତ ସାହୁ ସଭାପତି ପଦବୀ ଦଖଲ କରି ବାଜି ମାରିନେଇଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଓ ଏହାର ଆଖପାଖ ଅଞ୍ଚଳରେ ବିଜେଡି ଛାତ୍ର ଶାଖା ଏବଂ ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଢୋଲ-ମାଦଳ ବଜାଇ, ପତାକା ଉଡ଼ାଇ ଓ ବାଣ ଫୁଟାଇ ସମର୍ଥକମାନେ ଏହି ବିଜୟକୁ ଧୁମଧାମରେ ପାଳନ କରିଛନ୍ତି। Post navigation College Election Results Out: ଆସିଲା କଲେଜ ନିର୍ବାଚନର ଫଳାପଳ; ଅଧିକାଂଶ କଲେଜରେ ABVPର ବାଜିମାତ RD University Election: ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ର ବାଜିମାତ; ସୋନାଲି ବେହେରା ହେଲେ ସଭାପତି